Availability: In Stock

Rajanikanta Galpamanasa: Bikshya O Bimarsha

410.00

ଗାଳ୍ପିକ ରଜନୀକାନ୍ତ ମହାନ୍ତିଙ୍କ ଗଳ୍ପ ଜଗତକୁ ନେଇ ଏହି “ରଜନୀକାନ୍ତ ଗଳ୍ପମାନସ ବୀକ୍ଷା ଓ ବିମର୍ଶ” ସମୀକ୍ଷା ଗ୍ରନ୍ଥରେ ଶାନ୍ତନୁଙ୍କ ଗବେଷଣାତ୍ମକ ଅନ୍ତର୍ଦୃଷ୍ଟି ପ୍ରକାଶିତ । ଭାବବସ୍ତୁଭିତ୍ତିକ ଓ ଶୈଳୀତାତ୍ତ୍ୱିକ ଦୃଷ୍ଟିରୁ ପର୍ଯ୍ୟାଲୋଚିତ ଏହି ଗବେଷଣାତ୍ମକ ପୁସ୍ତକ ପାଠକ ତଥା ଗବେଷକମାନଙ୍କ ପ୍ରିୟଭାଜନ ହୋଇପାରିବ ନିଶ୍ଚୟ ।

Categories: ,

Description

About the Author

ଡକ୍ଟର ଶାନ୍ତନୁ କୁମାର ନାୟକ ସମ୍ପ୍ରତି ଏରୋନଟିକ୍ସ୍ ମହାବିଦ୍ୟାଳୟ, ସୁନାବେଡ଼ାଠାରେ ଓଡ଼ିଆ ଅଧ୍ୟାପକ ଭାବରେ କାର୍ଯ୍ୟରତ । ସେ ଏକାଧାରରେ ଜଣେ ଗାଳ୍ପିକ, ଗବେଷକ, ସମାଲୋଚକ-ସମ୍ପାଦକ ଭାବରେ ଅନେକ ପ୍ରତିଭାର ଅଧିକାରୀ । ଜଣେ ଅନ୍ତର୍ମୁଖୀ ଗାଳ୍ପିକ ଭାବରେ ସେ ‘କଥା ନବପ୍ରତିଭା ପୁରସ୍କାର’, ‘କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର’, ‘ହାଜୀ ଅସର୍]ଫ ଅଲ୍ଲୀ ଉଦୟ ପ୍ରତିଭା ପୁରସ୍କାର’, ‘୨୪ତମ କଳିଙ୍ଗ ପୁସ୍ତକ ମେଳା ପୂର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ ସାରସ୍ୱତ ସମ୍ମାନ’ ଭଳି ଅନେକ ସମ୍ମାନ ଓ ସ୍ୱୀକୃତିରେ ଭୂଷିତ । ତାଙ୍କ ଗବେଷଣାଧର୍ମୀ ପ୍ରବନ୍ଧମାନ ‘ସପ୍ତର୍ଷି’, ‘ସହକାର’, ‘ସହଯୋଗୀ’, ‘ସ୍ୱାଭିମାନ’ ଭଳି ପତ୍ରିକା ତଥା ବିଭିନ୍ନ ସମ୍ପାଦିତ ପୁସ୍ତକରେ ସ୍ଥାନିତ । ଜଣେ ସମ୍ପାଦକ ଭାବରେ ‘ସାହିତ୍ୟ-ବିମର୍ଶ’ ସମାଲୋଚନାତ୍ମକ ପୁସ୍ତକ, ‘ଶାଶ୍ୱତିକା’ ଓ ‘ସ୍ମରଣିକା’ ପତ୍ରିକା ସେ ସମ୍ପାଦନା କରିଛନ୍ତି । ଶାନ୍ତନୁଙ୍କ ଗଳ୍ପ ପୁସ୍ତକ ‘ଅବତୀର୍ଣ୍ଣ’ ପାଠକମାନଙ୍କ ଦ୍ୱାରା ବେଶ୍ ଆଦୃତ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 4 June 2022
  • Language ‏ : ‎ Oriya
  • Print length ‏ : ‎ 362 pages
  • ISBN-10 ‏ : ‎ 164560280X
  • ISBN-13 ‏ : ‎ 978-1645602804
  • Item Weight ‏ : ‎ 458 g
  • Dimensions ‏ : ‎ 13.97 x 2.06 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback