Description
Review
ପୂରା ବହିଟିରେ ସୁଚେତା ମିଶ୍ରଙ୍କର କବିତା ପ୍ରତି ସମର୍ପଣଭାବ, ଅଭିଜ୍ଞତା ଓ ଅଭୀପ୍]ସା ମିଶାମିଶି ଉପଲବ୍ଧି, ସବୁ କାବ୍ୟତତ୍ତ୍ୱର ଊର୍ଦ୍ଧ୍ୱରେ ଅବସ୍ଥିତ କବିତାକୁ ଚିହ୍ନାଇବାର ଆକୁଳତା ସୁସ୍ପଷ୍ଟ । ଏତେ ମୌଳିକ, ଏତେ ବାସ୍ତବ, ଏତେ ପ୍ରାଣବନ୍ତ ସୃଷ୍ଟି ଜଣେ ପ୍ରକୃତ କବିର ଲେଖନୀରୁ ହିଁ ସମ୍ଭବ ।
– ରମାକାନ୍ତ ରଥ
କବିତା ସମ୍ପର୍କରେ ଶେଷ କଥା କିଛି ନାହିଁ ଯେମିତି ଜୀବନ, ପ୍ରେମ ବା ମୃତ୍ୟୁ ସମ୍ପର୍କରେ ବି ଅନ୍ତିମ କିଛି ଉଚ୍ଚାରଣ ନାହିଁ । କିଛି ଆତ୍ମିକ ଅବବୋଧକୁ ସ୍ୱଚ୍ଛ ଓ ନିର୍ଲିପ୍ତ ଭାଷାରେ ରୂପାୟିତ କରିଥିବା ଯୋଗୁଁ ମୋର ମନେହୁଏ, ଏ ପ୍ରବନ୍ଧଗୁଡ଼ିକ ପାଠକଙ୍କ ମନକୁ ଛୁଇଁବ ।
– ସୀତାକାନ୍ତ ମହାପାତ୍ର
About the Author
Product details
- Publisher : Black Eagle Books
- Publication date : 18 October 2021
- Language : Oriya
- Print length : 176 pages
- ISBN-10 : 1645602206
- ISBN-13 : 978-1645602200
- Item Weight : 231 g
- Dimensions : 13.97 x 1.04 x 21.59 cm
- Country of Origin : India
- Importer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253





