Description
About the Author
୨୧ ଏପ୍ରିଲ ୧୯୬୭ରେ ଜନ୍ମ ହୋଇଥିଲେ ସଂଜିତ୍ କୁମାର ବଳ । ତାଙ୍କ ପ୍ରଥମ କବିତା ୧୯୮୭ରେ ଭଦ୍ରକ କଲେଜର ମୁଖପତ୍ର ‘ପଲ୍ଲୀଭାରତୀ’ ଓ ପରେ ୧୯୯୬ରେ ‘ଝଙ୍କାର’ରେ ପ୍ରକାଶିତ ହୋଇଥିଲା ଏବଂ ମିଳିଥିଲା ପ୍ରଚୁର ପାଠକୀୟତା । ପରେ ଯଶସ୍ୱୀ କବି କମଳାକାଂତ ଲେଂକାଙ୍କ ପ୍ରେରଣାରେ ୧୯୯୭ରେ ପ୍ରକାଶ ପାଇଥିଲା ତାଙ୍କର ପ୍ରଥମ କବିତା ସଂକଳନ “କବିତାରେ କଥାବାର୍ତ୍ତା’ । ଏଯାବତ୍ ତାଙ୍କର ୮ଟି କବିତା ସଂକଳନ ପ୍ରକାଶିତ । କବିତା ପାଇଁ ତାଙ୍କୁ ‘କାଦମ୍ବିନୀ କବିତା ସମ୍ମାନ’, ‘ଭଦ୍ରକ ପୁସ୍ତକ ମେଳା’, ‘ଚନ୍ଦ୍ରଭାଗା’, ‘ସ୍ୱର ସ୍ୱାକ୍ଷର’ ପରି ବହୁ ପ୍ରତିଷ୍ଠିତ ସାହିତ୍ୟ ସଙ୍ଗଠନ ପକ୍ଷରୁ ସମ୍ମାନ ମିଳିଛି ।
Product details
- Publisher : Black Eagle Books
- Publication date : 28 September 2021
- Language : Oriya
- Print length : 92 pages
- ISBN-10 : 1645602176
- ISBN-13 : 978-1645602170
- Item Weight : 127 g
- Dimensions : 13.97 x 0.56 x 21.59 cm
- Country of Origin : India
- Importer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253





