Description
About the Author
ଚନ୍ଦ୍ରଶେଖର ରଥ (୧୯୨୯): ମାର୍ଜିତ ଗଦ୍ୟଶୈଳୀ ଓ ନିପୁଣ କଥକତା ଲାଗି ଔପନ୍ୟାସିକ ଗାଳ୍ପିକ ଚନ୍ଦ୍ରଶେଖର ରଥ ଓଡ଼ିଆ ପାଠକଙ୍କ ନିକଟରେ ଆଦୃତ ଓ ପରିଚିତ। ବୌଦ୍ଧିକ କଥକତା ସହିତ ବାସ୍ତବଧର୍ମୀ ଦାର୍ଶନିକତା ତାଙ୍କର ଉନ୍ନତ ରୁଚିଶୀଳ ସମ୍ଭ୍ରାନ୍ତ ମାନସ ବିଳାସର ପରିଚୟ ଦିଏ। ଅସୂର୍ଯ୍ୟ ଉପନିବେଶ, ଯନ୍ତ୍ରାରୂଢ଼, ନବଜାତକ ତାଙ୍କର ବହୁଚର୍ଚ୍ଚିତ ଉପନ୍ୟାସ। ଓଡ଼ିଆ ସାହିତ୍ୟରେ ଲଳିତ ନିବନ୍ଧର ସେ ପୁରୋଧା। ଏହି ରଚନାରେ ଅଛି ଆଧୁନିକ ବୁଦ୍ଧି ଓ ବୋଧିର ସମବାୟ ସଂଯୋଗ। ଦୃଷ୍ଟିଦର୍ଶନ, ଏ ଯେଉଁ ପୃଥିବୀ, ମୁଁ ସତ୍ୟଧର୍ମା କହୁଛି ପ୍ରଭୃତି ସରସ ସୁଖପାଠ୍ୟ; ମନନ ମାଧୁରୀରେ ବୁଦ୍ଧିଦୀପ୍ତ ତାଙ୍କ ଲଳିତ ନିବନ୍ଧ। ସମ୍ରାଟ୍ ଓ ଅନ୍ୟମାନେ, ଏତେ ପାଖରେ ସମୁଦ୍ର, କ୍ରୀତଦାସର ସ୍ୱପ୍ନ, ବିକ୍ରି ପାଇଁ ଫୁଲମାଳ ତାଙ୍କ ଉଲ୍ଲେଖଯୋଗ୍ୟ ଗଳ୍ପ ସଂକଳନ।
Product details
- Publisher : Black Eagle Books
- Publication date : 2 December 2024
- Language : Oriya
- Print length : 126 pages
- ISBN-10 : 1645606236
- ISBN-13 : 978-1645606239
- Item Weight : 168 g
- Dimensions : 13.97 x 0.76 x 21.59 cm
- Importer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253





