Description
About the Author
ସାନ୍ତ୍ୱନା ଦାଶ (୧୯୮୩) ଦର୍ଶନ ଶାସ୍ତ୍ରରେ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ସ୍ନାତ୍ତକୋତ୍ତର କରିଛନ୍ତି । ଦର୍ଶନ ଶାସ୍ତ୍ରରେ ସ୍ୱର୍ଣ୍ଣ ପଦକ ପ୍ରାପ୍ତ । ଶିକ୍ଷକତା କରିବାକୁ ଭଲ ପାଆନ୍ତି । ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଅଗାଧ ନିଷ୍ଠା ଆଉ ପ୍ରେମ । ସେହି ରୁଚିକୁ ବଜାୟ ରଖି ଅନେକ ପ୍ରବନ୍ଧ ଏବଂ କବିତା ଲେଖିଛନ୍ତି ଆଉ ତାହା ବହୁ ପତ୍ରିକାରେ ପ୍ରକାଶିତ ହୋଇଛି । ପ୍ରବାସରେ ରହି ପିଲାଙ୍କୁ ଓଡ଼ିଆ ପଢ଼ାଉଥିବା ସମୟର ଅନୁଭୂତିର ପରିପ୍ରକାଶ ହେଉଛି ଏହି ପୁସ୍ତକଟି । ସାନ୍ତ୍ୱନାଙ୍କ ‘ମୋ ଓଡ଼ିଆ ବହି’ ଏବଂ ‘ମୋ ଓଡ଼ିଆ ଅଭ୍ୟାସ ବହି’ ପରେ ‘ମୋ ଗପ ବହି’ ହେଉଛି ତୃତୀୟ ପୁସ୍ତକ ।
Product details
- Publisher : Black Eagle Books
- Publication date : 24 June 2023
- Language : Oriya
- Print length : 74 pages
- ISBN-10 : 1645604179
- ISBN-13 : 978-1645604174
- Reading age : 5 – 12 years
- Item Weight : 95 g
- Dimensions : 14 x 0.4 x 21.6 cm
- Country of Origin : India
- Importer : Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
- Packer : Peacock Books, DE-155, TAGORE GARDEN, NEW DELHI, India 110027





