Availability: In Stock

Semananka Katha

Author: Sneha Mishra

150.00

ଏହି ଗଳ୍ପ ସଂକଳନରେ ସନ୍ନିହିତ ଗଳ୍ପ ଗୁଡ଼ିକର ଉଭୟ କଥାବସ୍ତୁ ଓ ଚରିତ୍ର ମାନଙ୍କରେ କିଛିଟା ଭିନ୍ନତା ପରିଲକ୍ଷିତ ହୁଏ। ସାଧାରଣ ଉପସ୍ଥାପନା ଶୈଳୀରେ ପରିବେଷଣ କରାଯାଇଥିବା ଏହି କଥାବସ୍ତୁ ଓ ଚରିତ୍ର ମାନଙ୍କରେ ଏକ ଅସାଧାରଣ ଓ ଅନନ୍ୟ ଦୃଷ୍ଟିଭଙ୍ଗୀର ପରିଚୟ ମିଳେ। କଥାବସ୍ତୁ ଓ ଚରିତ୍ର ଗୁଡ଼ିକ ଏକ ଅବହେଳିତ ସାମାଜିକ ପୃଷ୍ଠଭୂମିରୁ ଆନୀତ। ତେବେ ସେଗୁଡ଼ିକ କୌଣସି ଏକ ନିର୍ଦ୍ଦିଷ୍ଟ ‘ବାଦ’ରେ ଛନ୍ଦି ହୋଇନାହାନ୍ତି। ସବୁରି ଉର୍ଦ୍ଧ୍ବରେ ଏକ ଗଭୀର ମାନବିକ ଆବେଦନ ଏହାର ମୂଖ୍ୟ ପ୍ରସଙ୍ଗ।

Description

About the Author

ସ୍ନେହ ମିଶ୍ର (ସମ୍ବଲପୁର) ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ଜଣେ ପରିଚିତ ଗାଳ୍ପିକା । ବୃତ୍ତିରେ ଇଂରାଜୀ ଅଧ୍ୟାପିକା । ‘ସପ୍ତପଦୀ’, ‘କୁରେଇଫୁଲ ଓ ଅନ୍ୟାନ୍ୟ କାହାଣୀ’ ଏବଂ ‘ଭିନ୍ନସ୍ରୋତ’ ତାଙ୍କର ପ୍ରକାଶିତ ଗଳ୍ପ ସଂକଳନ । ଅନୁବାଦ ସାହିତ୍ୟରେ ମଧ୍ୟ ତାଙ୍କର ବିଶେଷ ଋଚି ରହିଛି । ‘ଏକ ହରିଜନର ମୃତ୍ୟୁ’, ‘ମାର୍କସବାଦ’ ଓ ‘ସାହିତ୍ୟ ସମାଲୋଚନା’, ‘ସୁଲା’, ‘ଅପତ୍ୟର ଇତିକଥା’, ‘ଧନ କାନ୍ଦନାରେ’, ‘ଜ୍ଞାନପୀଠ ବିଜେତାଙ୍କ କାହାଣୀ’, ‘ଜ୍ଞାନପୀଠ ବିଜେତାଙ୍କ କବିତା’, ‘ହାଲୁକା ମଣିଷ’ ଇତ୍ୟାଦି ତାଙ୍କର ପ୍ରକାଶିତ ଅନୁବାଦ ପୁସ୍ତକ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 13 July 2022
  • Language ‏ : ‎ Oriya
  • Print length ‏ : ‎ 102 pages
  • ISBN-10 ‏ : ‎ 1645602966
  • ISBN-13 ‏ : ‎ 978-1645602965
  • Item Weight ‏ : ‎ 141 g
  • Dimensions ‏ : ‎ 13.97 x 0.61 x 21.59 cm
  • Country of Origin ‏ : ‎ India

Indian Edition Also available on:

Additional information

book-author

Language

Odia

select-format

Paperback