Description
About the Author
ବ୍ୟାସକବି ଫକୀର ମୋହନ (ଜାନୁଆରୀ ୧୩, ୧୮୪୩ – ଜୁନ୍ ୧୪, ୧୯୧୮) ଯଥାର୍ଥରେ ଓଡ଼ିଆ ଭାଷା ସାହିତ୍ୟର ସମର୍ଥ ସେନାପତି । କାବ୍ୟ, କବିତା, ଅନୁବାଦ ପ୍ରଭୃତିରେ ନିଜର ସ୍ୱାକ୍ଷର ରଖିଥିବା ଫକୀର ମୋହନ ପରିଣତ ବୟସରେ ଗଳ୍ପ-ଉପନ୍ୟାସ ଲେଖି ସିଦ୍ଧିର ଶିଖର ସ୍ପର୍ଶ କରିଛନ୍ତି । ୧୮୯୭ ରୁ ୧୯୧୫ ମଧ୍ୟରେ ଲିଖିତ ତାଙ୍କର ଚାରୋଟି ଉପନ୍ୟାସ ‘ଛ ମାଣ ଆଠଗୁଣ୍ଠ’, ‘ମାମୁ’, ‘ଲଚ୍ଛମା’ ଓ ‘ପ୍ରାୟଶ୍ଚିତ୍ତ’ ଓଡ଼ିଆ ସାହିତ୍ୟକୁ ତାଙ୍କର ଶ୍ରେଷ୍ଠ ଅବଦାନ । ତତ୍କାଳୀନ ଜୀବନ୍ମ ୃତ ସମାଜ ଜୀବନର ବ୍ୟାପକ ତଥା ଗଭୀର ଅବଲୋକନ ତାଙ୍କ କଲମକୁ ସାମର୍ଥ୍ୟ ଦେଇଛି । ଗ୍ରାମ୍ୟ ଓଡ଼ିଶାର ଚଳନ୍ତି ଭାଷା ପ୍ରୟୋଗରେ ସେ ଦକ୍ଷ । ତାଙ୍କର ଚରିତ୍ରମାନେ ଆଜି ମଧ୍ୟ ଜୀବନ୍ତ । ଓଡ଼ିଆ ଗଦ୍ୟ ସାହିତ୍ୟରେ ଅନେକ ପରୀକ୍ଷା ଓ ପ୍ରୟୋଗ ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଫକୀରମୋହନଙ୍କ ସୃଷ୍ଟି ଅନତିକ୍ରମଣୀୟ ହୋଇରହିଛି ।
Product details
- Publisher : Black Eagle Books
- Publication date : 18 April 2022
- Language : Oriya
- Print length : 158 pages
- ISBN-10 : 1645602699
- ISBN-13 : 978-1645602699
- Item Weight : 209 g
- Dimensions : 13.97 x 0.94 x 21.59 cm
- Country of Origin : India
- Importer : Atlantic Publishers and Distributors P Lts. New Delhi, India
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
Indian Edition Also available on: