Description
Review
ବିଳମ୍ବରେ ହେଲେ ମଧ୍ୟ ଏହି ସମର୍ଥ ଶବ୍ଦସାଧିକାଙ୍କର କବିତା ସଂକଳନ ପ୍ରକାଶିତ ହେବା ଓଡ଼ିଆ ସାହିତ୍ୟ ପାଇଁ ଏକ ଶୁଭ ସମ୍ବାଦ। ଏହି ସଂକଳନ ତାଙ୍କ କବି ପ୍ରତିଭାକୁ ପାଠକମାନଙ୍କ ଆଗରେ ତୋଳି ଧରିବା ସହ ତାଙ୍କୁ ଏକ ନୂଆ ପରିଚୟ ଦେବ।
ଏହି ଶବ୍ଦଗୁଡ଼ିକୁ ନେଇ ମୁଁ ପାଠକପାଠିକାମାନଙ୍କୁ ସଂଯୁକ୍ତା ନାୟକଙ୍କ ସହ ଆକାଶକୁ ହାତ ବଢ଼େଇବାକୁ ସାଦର ଆମନ୍ତ୍ରଣ ଜଣାଇବି। — ଡକ୍ଟର ସଂଘମିତ୍ରା ଭଞ୍ଜ, ବିଭାଗ ମୁଖ୍ୟ, ଓଡ଼ିଆ ଭାଷା ସାହିତ୍ୟ ବିଭାଗ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
About the Author
Product details
- Publisher : Black Eagle Books
- Publication date : 7 December 2024
- Language : Oriya
- Print length : 122 pages
- ISBN-10 : 1645606317
- ISBN-13 : 978-1645606314
- Item Weight : 141 g
- Dimensions : 12.7 x 0.74 x 20.32 cm
- Importer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253





