Availability: In Stock

Jharka Kholathau

Author: Satya Pattanaik

200.00

ସତ୍ୟ ପଟ୍ଟନାୟକ ଓଡ଼ିଆ ସାରସ୍ୱତ ଜଗତରେ ଯଶୋମୟ ଏକ ବିମୁଗ୍ଧ ଉଚ୍ଚାରଣ । ଚିନ୍ମୟ ଚେତନାରେ ତଲ୍ଳୀନ ତାଙ୍କ କବିତା କେବେ ତନ୍ମୟ ତ କେବେ ମନ୍ମୟ, କେବେ ମୃଣ୍ମୟ ତ କେବେ ହିରଣ୍ମୟ, କେବେ ପୁଣି ଅମ୍ମୟ ତ ଆଉକେବେ ଅଶ୍ମମୟ, କେବେ ଦର୍ଭମୟ, କେବେ ଉର୍ଣାମୟ, କେବେ ଛାୟାମୟ, କେବେ ମାୟାମୟ, କେବେ ରୂପମୟ, କେବେ ରସମୟ, କେବେ ମନୋମୟ ତ ଆଉକେବେ ଭାବମୟ। ଝର୍କା ଖୋଲାଥାଉ କବିତା ସଂକଳନସ୍ଥ ପ୍ରତ୍ୟେକ କବିତା ସ୍ଵତନ୍ତ୍ର ଦୃଷ୍ଟି ଓ ଦର୍ଶନ ସମ୍ବଳିତ ଭାବାବେଗ, ଭାବସମ୍ବେଗ ଓ ଭାବୋଚ୍ଛ୍ୱାସର ଏକ ଏକ ଭାସ୍ୱର ପରିପ୍ରକାଶ ମାତ୍ର। ଝର୍କା ବା ବାତାୟନ, ଗବାକ୍ଷ ବା ଜାଳାକ୍ଷ ଚିରକାଳ ଏକ ଚେତନାଗତ ଆପ୍ତି ଓ ବ୍ୟାପ୍ତିର ପ୍ରତୀକ ବା ପ୍ରତିନିଧି। କେହି କେହି ଏହି ସଦନାଂଶକୁ ଜାନାଲା, ପଞ୍ଜର, ବାଉଳି ବା ଜଳାକବାଟୀ ବା ଖିଡ଼ିକୀ ବୋଲାଇଥାନ୍ତି; ମାତ୍ର ଚେତନଗତ ସ୍ତରରେ ଏହା ସର୍ବଦା ପ୍ରସୃତି ଓ ବିସ୍ତୃତିକୁ ହିଁ ଇଙ୍ଗିତ କରିଥାଏ। ସେହି ସୂତ୍ରରେ କବି ଶ୍ରୀ ପଟ୍ଟନାୟକଙ୍କ ‘ଝର୍କା ଖୋଲାଥାଉ’ ଅଭ୍ୟନ୍ତରରୁ ଦିଗନ୍ତ-ପରିବ୍ୟାପ୍ତ ଚେତନାଗର୍ଭିତ ଏକ ଅନନ୍ୟ-ଅନବଦ୍ୟ ସାରସ୍ଵତ ସର୍ଜନାବିଶେଷ ଅଟେ।

– ଡ. ସନ୍ତୋଷ କୁମାର ନାୟକ, ସହକାରୀ ପ୍ରଫେସର ଓ ବିଭାଗମୁଖ୍ୟ, ଓ.ଶି.ସେ.-୧, ଅଧିସ୍ନାତକ ଓଡ଼ିଆ ବିଭାଗ, ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ, ବାଲେଶ୍ଵର, ଓଡ଼ିଶା

Category:

Description

About the Author

Satya Pattanaik has published two collections of poetry in Odia (Pasanara Prema Sangeeta – ISBN 9781645600275, Jharka Kholathau – ISBN 978164560626-0I) and two translation anthologies of world literature in Odia (Kshyudragalpara Mrutyu O Anyanya Galpa – ISBN 9781645600459, Ama Nija Mati O Anyanya Kabita – ISBN 978-1645600466). He edits Odia literary magazine “Pratishruti” from the USA. He is the founder of a non-profit publishing initiative BLACK EAGLE BOOKS (www.blackeaglebooks.org) which has published over 600 titles as of now (Nov 2024) since its inception in April 2019. He has been living in the USA since 1998 and can be reached at satyapatnaik11@gmail.com.

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 5 December 2024
  • Language ‏ : ‎ Oriya
  • Print length ‏ : ‎ 136 pages
  • ISBN-10 ‏ : ‎ 1645606260
  • ISBN-13 ‏ : ‎ 978-1645606260
  • Item Weight ‏ : ‎ 181 g
  • Dimensions ‏ : ‎ 13.97 x 0.81 x 21.59 cm
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback