Description
About the Author
ଲେଖିକା ନବଜ୍ୟୋତି ରାୟ ଏକାଧାରରେ ଜଣେ କବି, ଅନୁବାଦିକା ଏବଂ ଆଲେଖ୍ୟ ଲେଖିକା । ସାହିତ୍ୟ ସଂଗଠିକା ଭାବେ ପରିଚିତ ନବଜ୍ୟୋତିଙ୍କ କବିତା ନାରୀର ବ୍ୟକ୍ତି ସଚେତନତା, ସମାଜର ବିଭିନ୍ନ ବୈଷମ୍ୟ ଏବଂ ମଣିଷ ପଣିଆର କଥା କୁହେ । ବିଳମ୍ବରେ ସାହିତ୍ୟ କ୍ଷେତ୍ରରେ ପ୍ରବେଶ କଲେ ମଧ୍ୟ ନିଜର ଭିନ୍ନ ସ୍ୱର ଯୋଗୁଁ ନବଜ୍ୟୋତି ଭିଡ ମଧ୍ୟରେ ବାରି ହେଇଯାଆନ୍ତି । ଏହି ପୁସ୍ତକଟି ଅନୁବାଦ କରିବା ପୂର୍ବରୁ ଲେଖିକା ‘ଭାରତୀୟ ଜନତା ପାର୍ଟି ଗୌରବ ଗାଥା’କୁ ଅନୁବାଦ କରି ଲୋକପ୍ରିୟତା ହାସଲ କରିପାରିଛନ୍ତି । ଲେଖିକାଙ୍କର ଅନ୍ୟ କୃତିଗୁଡ଼ିକ ହେଲା କବିତା ବହି “ସାରାଂଶ” ଓ “ବୃଷ ରାଶି” ତଥା ଅନୁବାଦ ପୁସ୍ତକ “ଭୁଲିଗଲେଣି ଲୋକେ” ।
Product details
- Publisher : Black Eagle Books
- Publication date : 22 September 2021
- Language : Oriya
- Print length : 180 pages
- ISBN-10 : 164560215X
- ISBN-13 : 978-1645602156
- Item Weight : 236 g
- Dimensions : 13.97 x 1.04 x 21.59 cm
- Country of Origin : India
- Importer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253





