Availability: In Stock

Nirbanara Arapakhe

230.00

ଯେତେବେଳେ ମୋର ବ୍ୟକ୍ତିସତ୍ତାର ଅସ୍ତିତ୍ୱ ହଜିଯାଇଥିଲା, ଗୋଟେ ଲେଖକ କେବଳ ଥିଲି, ତାହା ଖୁବ୍ ଭଲ ଥିଲା ମୋ ପାଇଁ । ପାଠକୀୟ ପ୍ରତିକ୍ରିୟା ନିରପେକ୍ଷ ମଣୁଥିଲା ମୋତେ । ଭାବୁଥିଲି ଦର୍ପଣଟିଏ ଲେଖାଏଁ ସେଇ ଚିଠି । ଖୋଜୁଥିଲି ମୋ ନିଜର ପ୍ରତିଛବି । ମାତ୍ର ମୋର ପରିଚୟ ଜାଣିଯିବା ପରେ ଅନେକେ ମତେ ଭାବୁଛନ୍ତି ଆଜି ପକ୍ଷଭୁକ୍ତ ବୋଲି । ସତେ ଯେମିତି ମୁଁ ଟେବୁଲ୍]ର ବିପରୀତ ପାଖରେ ବସିବା ମଣିଷ! ବିଚ୍ଛିନ୍ନ ସେମାନଙ୍କଠାରୁ । ଅନ୍ୟ ପକ୍ଷରେ ଡାକ୍ତରମାନେ ପ୍ରାୟତଃ ଗପ ପଢ଼ନ୍ତିନାହିଁ । ମୋର ତେଣୁ ମନେହୁଏ ଏକ ଜନବସତିହୀନ ଅଞ୍ଚଳରେ ଅଟକି ଯାଇଥିବାଭଳି ।

ଲେଖୁ ଲେଖୁ ଲେଖିଗଲି ଦର୍ପଣ କଥା । ପ୍ରତିଛବି କଥା । ସମସ୍ତେ କହନ୍ତି, ସାହିତ୍ୟ ଦର୍ପଣ ହେବା ଉଚିତ ସମାଜର । ମାତ୍ର କି ପ୍ରତିଛବି ଦେଖାଏ ସତରେ ଦର୍ପଣଟିଏ?

ଅବିକଳ ଓଲଟା । ବାମପାଶ୍ୱର୍କୁ ଡାହାଣ ଓ ଡାହାଣ ପାଶ୍ୱର୍କୁ ବାମ କରିଦିଏ ଦର୍ପଣ । ମୋ ଗପ ସଂପର୍କରେ କିଏ ସେଭଳି ମନ୍ତବ୍ୟ ଦେଲେ ମୁଁ ଦ୍ୱନ୍ଦ୍ୱରେ ପଡିଯାଏ ତେଣୁ ।

Category:

Description

About the Author

Professor Sriprasad Mohanty is a medical practitioner, teacher in a Medical College, involved in epidemic management and medical research and also interested in literature. He has published six short story collections, three poetry collections, one novel and one collection of mini-stories so far.Critics and well-wishers were shocked when Sriprasad stopped writing after initial success. They encouraged and revived the writer. This one is his first short story collection and shows how original he is in theme and style.

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 7 June 2023
  • Language ‏ : ‎ Oriya
  • Print length ‏ : ‎ 164 pages
  • ISBN-10 ‏ : ‎ 1645604055
  • ISBN-13 ‏ : ‎ 978-1645604051
  • Item Weight ‏ : ‎ 213 g
  • Dimensions ‏ : ‎ 13.97 x 0.97 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback