Description
About the Author
ଡକ୍ଟର ନିବେଦିତା ପଣ୍ଡା ସାଂପ୍ରତିକ ସମୟର ଜଣେ ଗବେଷିକା, ସମାଲୋଚିକା ଏବଂ ସୁସାହିତ୍ୟିକା । ଗଙ୍ଗାଧର ମେହେର ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଏମ୍].ଫିଲ୍ ଡିଗ୍ରୀ ଓ ୨୦୧୯ ମସିହାରେ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ଲାଭକରିଛନ୍ତି । ତାଙ୍କର କେତେକ କବିତା, ଗଳ୍ପ, ଉପନ୍ୟାସ ସମ୍ବନ୍ଧୀୟ ସମାଲୋଚନାତ୍ମକ ପ୍ରବନ୍ଧ ବିଭିନ୍ନ ପୁସ୍ତକ ଓ ପତ୍ର ପତ୍ରିକାରେ ପ୍ରକାଶିତ । ଆକାଶବାଣୀ ସମ୍ବଲପୁରକେନ୍ଦ୍ରରୁ ‘ଘରସଂସାର’ ଏବଂ ‘ଯୁବବାଣୀ’ କାର୍ଯ୍ୟକ୍ରମରେ ତାଙ୍କର ବହୁ ଉପାଦେୟ ଆଲୋଚନା ପ୍ରସାରିତ । ନିଜସ୍ୱ ପ୍ରତିଭା ପାଇଁ ଡକ୍ଟର ପଣ୍ଡା ‘ବୀରକଳିଙ୍ଗ’ ଅନୁଷ୍ଠାନ ତରଫରୁ ‘କଳିଙ୍ଗ ଯୁବ ପ୍ରତିଭା’ ସମ୍ମାନରେ ସମ୍ବର୍ଦ୍ଧିତା ।
Product details
- Publisher : Black Eagle Books
- Publication date : 20 November 2022
- Language : Oriya
- Print length : 210 pages
- ISBN-10 : 1645603377
- ISBN-13 : 978-1645603375
- Item Weight : 272 g
- Dimensions : 13.97 x 1.22 x 21.59 cm
- Country of Origin : India
- Importer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253




