Availability: In Stock

Prabasi Bandhu O Abhashi Bandhuta

230.00

ଗୋଟେ ଯାଯାବର ହୁଏତ ଭିନ୍ନ ମନ ନେଇ ଜନ୍ମ ହୋଇଥାଏ କିମ୍ବା ଅଲଗା ରୂପେ ଗଢ଼ି ହୋଇଯାଇଥାଏ ତା’ର ମନ ! ତାହା ପମ୍ପାସ୍ ହେଉ କି ଡାଉନ୍]ସ, ପେରି ହେଉ କି ଷ୍ଟେପି, କାଣ୍ଟବରି ହେଉ କି ସାଭାନ୍ନା – ତା’ ଉପରେ ଚଲାବୁଲା କରୁଥିବା ମଣିଷମାନଙ୍କର ଭାଗ୍ୟ ଓ ମନ ବୋଧହୁଏ ଗୋଟିଏ ପ୍ରକାରର ହିଁ ହୋଇଥାଏ । ନିଜ ଦଳର ଲୋକମାନଙ୍କ ସହ ମିଶି ପାଳିତ ପଶୁଙ୍କୁ ନେଇ କେଉଁଠି ଗୋଟେ ଡେରା ପକାଇବେ । ହୁଏତ ସେଇଠି ତମ୍ବୁ ବାନ୍ଧିଥିବେ ଆଉ କେତୋଟି ଦଳ । ଅନ୍ୟ ଦଳର କାହା କାହା ସହ ଦେଖା ହୋଇପାରେ । ବନ୍ଧୁତା ବି । ଦିନେ କିନ୍ତୁ ସେଇ ଅଞ୍ଚଳର ଘାସ ଯେତେ ସରିଆସିବ । ଦଳଟିମାନ ପେଡ଼ିପୁଟୁଳି ବାନ୍ଧି ଭିନ୍ନ ଭିନ୍ନ ଦିଗରେ ମୁହାଁଇବେ ।

କିଏ ଜାଣେ, ବନ୍ଧୁତା ହୋଇଥିବା ମଣିଷଟି ସହ ଆଉ କେବେ ଦେଖାହେବ ନା ନାହିଁ ? ଯଦି ବା ଦେଖାହୁଏ, କେତେଦିନ ପରେ ଦେଖାହେବ ଓ କ’ଣ ସବୁ ପରିବର୍ତ୍ତନ ଘଟିସାରିଥିବ ଏଇ ସମୟ ଖଣ୍ଡରେ ।

Category:

Description

About the Author

Professor Sriprasad Mohanty is a medical practitioner, teacher in a Medical College, involved in epidemic management and medical research and also interested in literature. He has published six short story collections, three poetry collections, one novel and one collection of mini-stories so far. Critics and well-wishers were shocked when Sriprasad stopped writing after initial success. They encouraged and revived the writer. This one is his first short story collection and shows how original he is in theme and style.

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 13 June 2024
  • Language ‏ : ‎ Oriya
  • Print length ‏ : ‎ 160 pages
  • ISBN-10 ‏ : ‎ 1645602877
  • ISBN-13 ‏ : ‎ 978-1645602873
  • Item Weight ‏ : ‎ 209 g
  • Dimensions ‏ : ‎ 13.97 x 0.94 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback