Description
About the Author
କବୀ ଡ. ସ୍ନିଗ୍ଧା ପଣ୍ଡା (୧୯୭୨) ଉଦ୍ଭିଦ ବିଜ୍ଞାନ ଓ ଶିକ୍ଷାରେ ସ୍ନାତକୋତ୍ତର ଏବଂ ବିଦ୍ୟାବିଭୂଷଣ ପରେ ଶିକ୍ଷାଦାନକୁ ନିଜର କର୍ମକ୍ଷେତ୍ର ରୂପେ ବାଛି ନେଇଛନ୍ତି । ଏହି କ୍ରମରେ ଅଧୁନା ସେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଇଆରସି ଭିଲେଜ୍], ଭୁବନେଶ୍ୱରରେ ସହକାରୀ ଶିକ୍ଷିକା ଭାବରେ କାର୍ଯ୍ୟ କରୁଛନ୍ତି । ଶିକ୍ଷାଦାନ ବ୍ୟତୀତ ଓଡ଼ିଆ କବିତା ଲେଖିବାରେ ତାଙ୍କର ବିଶେଷ ଆଗ୍ରହ ରହିଛି । କବିତା ସଂକଳନ ‘ଦାତା’ ପରେ ଏହା ତାଙ୍କର ଦ୍ୱିତୀୟ କବିତା ସଂକଳନ । ‘ପରିବେଶ ଶିକ୍ଷା’ ଉପରେ ତାଙ୍କର ଏକ ଗବେଷଣାତ୍ମକ ପୁସ୍ତକ ମଧ୍ୟ ପ୍ରକାଶିତ । ବିଭିନ୍ନ ସମୟରେ ତାଙ୍କର ଅନେକ କବିତା ସାହିତ୍ୟ ପତ୍ରିକାରେ ସ୍ଥାନ ପାଇଛି ଏବଂ ଆକାଶବାଣୀ, କଟକ କେନ୍ଦ୍ରରୁ ପ୍ରସାରିତ ହୋଇଛି । ଏହି ସଂକଳନରେ ସନ୍ନିବିଷ୍ଟ କବିତାଗୁଡ଼ିକରେ କବୀ ପ୍ରେମ ଓ ଆଧ୍ୟାତ୍ମିକତାର ଏକ ସମିଶ୍ରିତ ଭାବକୁ ଶବ୍ଦରୂପ ଦେବାକୁ ପ୍ରୟାସ କରିଛନ୍ତି ।
Product details
- Publisher : Black Eagle Books
- Publication date : 3 January 2022
- Language : Oriya
- Print length : 90 pages
- ISBN-10 : 164560229X
- ISBN-13 : 978-1645602293
- Item Weight : 122 g
- Dimensions : 13.97 x 0.56 x 21.59 cm
- Country of Origin : India
- Importer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253





