Description
Review
ଡଃ ସାହୁ ଜଣେ ନିରଳସ ତଥା ଜିଜ୍ଞାତ୍ସୁ ଗବେଷକ। ଏ ପ୍ରକାର ସାରସ୍ୱତ ପ୍ରୟାସ ଓଡ଼ିଆ ସାହିତ୍ୟର ଛାତ୍ରଛାତ୍ରୀମାନଙ୍କ ସହ ବୃହତ୍ତର ମନୋଜୀୟ ପାଠକମାନଙ୍କୁ ଆମୋଦିତ ଓ ଉଦ୍]ବୁଦ୍ଧ କରିବାରେ ସମର୍ଥ ହେବ। ଏଇ ଅବସରରେ ମନୋଜ ଦାସଙ୍କ ଲେଖନୀକୁ ପ୍ରଣାମ କରି ଡଃ ଅଜୟ କୁମାର ସାହୁଙ୍କୁ ଅଭିନନ୍ଦନ ଜଣାଇବା ସହ ଗ୍ରନ୍ଥଟିର ପାଠକୀୟ ଆଦୃତି ଆଶା କରୁଛି।
- ସୁଧା ଦାଶ, ଅବସର ପ୍ରାପ୍ତ ଓଡ଼ିଆ ପ୍ରଫେସର, ଧରଣୀଧର ବିଶ୍ୱବିଦ୍ୟାଳୟ, କେନ୍ଦୁଝର
About the Author
Product details
- Publisher : Black Eagle Books
- Publication date : 15 August 2025
- Language : Oriya
- Print length : 266 pages
- ISBN-10 : 1645607216
- ISBN-13 : 978-1645607212
- Item Weight : 313 g
- Dimensions : 13.97 x 1.52 x 21.59 cm
- Importer : Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500





