Availability: In Stock

Aneka Dinara Aneka Katha

600.00

ଅତୀତ ସର୍ବଦା ନିଜର କଥା କହିବାକୁ ବର୍ତ୍ତମାନର ସମୟ ପାଖରେ ନିରହଂକାର ଆକାଂକ୍ଷା କରେ। ଅତୀତ ମଧ୍ୟ ଦିନେ ବର୍ତ୍ତମାନ ଥିଲା ଓ ସେଇ ସମୟର ମୂକସାକ୍ଷୀ ଥିଲେ କିଛି ବିଗତ ଘଟଣା, ଗତାୟୁ କ୍ଷଣ ଓ ଅବର୍ତ୍ତମାନ ସାଜିଥିବା କିଛି ମହାମାନବ। ଅତୀତକୁ ପୁନରୁଦ୍ଧାର କରି, ନବ ଅଙ୍ଗସଜ୍ଜା ପୂର୍ବକ ଉପସ୍ଥାପନ କରିବାର ପଶ୍ଚାତ୍ ଭାଗରେ ଥାଏ ତତ୍କାଳୀନ କାଳଖଣ୍ଡକୁ ପୁନର୍ବାର ସାକ୍ଷାତ୍ କରିବାର ଦୁର୍ବାର ଇଚ୍ଛା ଓ ଆଗ୍ରହ। ଏହି ପ୍ରକାର ଉଦ୍ଦେଶ୍ୟକୁ ପରିପୂର୍ଣ୍ଣ କରିଛି ଓଡ଼ିଶାର ସ୍ୱନାମଧନ୍ୟ ନ୍ୟାୟମୂର୍ତ୍ତି ଜଷ୍ଟିସ୍ ରାଜକିଶୋର ଦାସଙ୍କ ଦ୍ୱାରା ଲିଖିତ ଆତ୍ମଜୀବନୀ ‘ଅନେକ ଦିନର ଅନେକ କଥା’। ଏହା ମାନବ ସଭ୍ୟତାର ଅନ୍ତଃକରଣକୁ ତତ୍କାଳୀନ ଇତିହାସ- ସମାଜ – ସଂସ୍କୃତି – ବ୍ୟକ୍ତି ମାନସର ବିବିଧ ରୂପରେଖ ମୂଲ୍ୟାଙ୍କନ କରିବାର ପରିସର ସୃଷ୍ଟି କରିବ।

Categories: ,

Description

  • Publisher ‏ : ‎ Black Eagle Books
  • Publication date ‏ : ‎ 9 December 2025
  • Language ‏ : ‎ Oriya
  • Print length ‏ : ‎ 500 pages
  • ISBN-10 ‏ : ‎ 1645608034
  • ISBN-13 ‏ : ‎ 978-1645608035
  • Item Weight ‏ : ‎ 572 g
  • Dimensions ‏ : ‎ 13.97 x 2.82 x 21.59 cm
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback