Availability: In Stock

Sarjanara Urjana

400.00

ସମକାଳୀନ ଓଡ଼ିଆ ସମାଲୋଚନା ସାହିତ୍ୟରେ ଡ. ବାବାଜୀ ଚରଣ ପଟ୍ଟନାୟକ ଜଣେ ଯଶସ୍ୱୀ ସାହିତ୍ୟିକ । ତାଙ୍କର ସୁକ୍ଷ୍ମ ଅନୁଶୀଳନାତ୍ମକ ଦୃଷ୍ଟିକୋଣ, ନିରପେକ୍ଷ ବିଚାରବୋଧ, ତୁଳନାତ୍ମକ ଆଲୋଚନା ତଥା ସ୍ଵତନ୍ତ୍ର ଉପସ୍ଥାପନା ଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର। ‘ଓଡ଼ିଆ କାବ୍ୟ – କବିତାରେ ଚନ୍ଦ୍ର ପ୍ରସଙ୍ଗ’ ତାଙ୍କ ଗବେଷଣା ସନ୍ଦର୍ଭର ଅନନ୍ୟ ଅଭିବ୍ୟକ୍ତି। ପରବର୍ତ୍ତୀ ସମୟରେ ପ୍ରକାଶିତ ‘ସର୍ଜନାର ଊର୍ଜନା’, ‘ସାହିତ୍ୟ ପରିଧି’ ଏବଂ ‘ସାହିତ୍ୟର ବାଟେ – ଘାଟେ’ ପ୍ରମୁଖ କୃତିଗୁଡ଼ିକରେ ତାଙ୍କ ଭାଷା ଓ ଶୈଳୀର ସିଦ୍ଧହସ୍ତତା ତାଙ୍କୁ ପ୍ରବନ୍ଧ ଓ ସମାଲୋଚନା କ୍ଷେତ୍ରରେ ବହୁ ପରିଚିତି ପ୍ରଦାନ କରିଛି । ସଂପ୍ରତି ସେ କଟକରେ ଅବସ୍ଥାନ କରୁଛନ୍ତି ।

Categories: ,

Description

  • Publisher ‏ : ‎ Black Eagle Books
  • Publication date ‏ : ‎ 3 February 2025
  • Language ‏ : ‎ Oriya
  • Print length ‏ : ‎ 324 pages
  • ISBN-10 ‏ : ‎ 1645606511
  • ISBN-13 ‏ : ‎ 978-1645606512
  • Item Weight ‏ : ‎ 376 g
  • Dimensions ‏ : ‎ 13.97 x 1.85 x 21.59 cm
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback