Description
About the Author
ଡକ୍ଟର ହରିକୃଷ୍ଣ ବେହେରାଙ୍କ ଜନ୍ମ ବ୍ରହ୍ମପୁର, ଓଡ଼ିଶାରେ । ପିଲାଟିବେଳୁ ଓଡ଼ିଆ ସାହିତ୍ୟ ଓ କବିତାରେ ରୁଚି ରଖୁଥିବା ଏହି କବିଙ୍କ ନିଶା କିନ୍ତୁ ଥିଲା ଓଡ଼ିଆ ପୁସ୍ତକ ସଂଗ୍ରହ । ନବେ ଦଶକରେ ନିଜେ ‘ନେହା ବୁକ୍ ଟ୍ରଷ୍ଟ୍]’ ନାମରେ ଏକ ଘରୋଇ ପାଠାଗାର ଗଠନ କରି ଓଡ଼ିଆ ପାଠକ ମହଲରେ ଆଦୃତି ଲାଭ କରିଥିଲେ । ତାଙ୍କ ରଚିତ ଗଳ୍ପ, କବିତା, ଅନୁବାଦ ଓ ପ୍ରବନ୍ଧଗୁଡ଼ିକ ଦୀର୍ଘ ଦୁଇ ଦଶନ୍ଧି ଧରି ଓଡ଼ିଶାର ଓ ଓଡ଼ିଶା ବାହାରର ବହୁ ପ୍ରତିଷ୍ଠିତ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି । ଏହା ତାଙ୍କର ପ୍ରଥମ କବିତା ସଂକଳନ ହୋଇଥିବା ବେଳେ ଆଗରୁ ପାଞ୍ଚଟି ଇଂରାଜୀ ପୁସ୍ତକ ପ୍ରକାଶିତ ହୋଇସାରିଛି । ଏହାଛଡା ତାଙ୍କ ଦ୍ୱାରା ଲିଖିତ ଗବେଷଣା ନିବନ୍ଧଗୁଡ଼ିକ ଦେଶରେ ଓ ଦେଶ ବାହାରେ ପ୍ରକାଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି । ବର୍ତ୍ତମାନ ଡକ୍ଟର ବେହେରା ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି), ଢେଙ୍କାନାଳରେ ସହକାରୀ ପ୍ରଫେସର ଭାବେ ଅବସ୍ଥାପିତ ଅଛନ୍ତି ।
Product details
- Publisher : Black Eagle Books
- Publication date : 26 February 2024
- Language : Oriya
- Print length : 98 pages
- ISBN-10 : 1645605256
- ISBN-13 : 978-1645605256
- Item Weight : 132 g
- Dimensions : 13.97 x 0.58 x 21.59 cm
- Country of Origin : India
- Importer : Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
Indian Edition Also available on: