• Madhabara Shagada

    Madhabara Shagada

    ‘ମାଧବର ଶଗଡ଼’ ହେଉଛି ଶ୍ରୀମତୀ ସାହୁଙ୍କର ଦ୍ୱାବିଂଶ ଗଳ୍ପ ସଂକଳନ ଯାହାର ଶୀର୍ଷକ ଗଳ୍ପରେ କିପରି ଏକ ଅଷ୍ଟ୍ରେଲୀୟ ନବ ବିବାହିତା ଦମ୍ପତି ଓଡ଼ିଶା ଆସି ମାଧବର ଶଗଡ଼କୁ ଏକ ମାସ ଭଡ଼ାରେ ନେଇ ଗ୍ରାମ୍ୟ ପରିବେଶରେ ରହି, ଭ୍ରମଣ କରି ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଅନୁଧ୍ୟାନ କରି ସ୍ୱାଦିଷ୍ଟ ଓଡ଼ିଆ ପିଠାପଣାକୁ ପ୍ରଶଂସା କରି ଫେରିଲା ବେଳକୁ ମାଧବକୁ ପାଞ୍ଚଲକ୍ଷ ଟଙ୍କା ଦେଇ ଯାଇଛନ୍ତି ତାହା ଅତି ମାର୍ମିକ ଭାବରେ ରୂପାୟିତ କରିଛନ୍ତି ଗାଳ୍ପିକା। ଏହାର ଅନ୍ୟ ପନ୍ଦରଟି ଗଳ୍ପ ମଧ୍ୟ ଭିନ୍ନ ଭିନ୍ନ ସ୍ୱାଦର ଯାହା ପାଠକମାନଙ୍କ ହୃଦୟକୁ ଆପ୍ଳୁତ କରିବ ନିଶ୍ଚୟ।

    230.00
    Add to cart