• Bhinna Prasanga: Bhinna Abhibyakti

    Bhinna Prasanga: Bhinna Abhibyakti

    ବ୍ଲାକ ଈଗଲ ବୁକ୍ସ ପ୍ରକାଶନ ଦ୍ୱାରା ମୋର ଏକ ଭିନ୍ନ ଧରଣର ପୁସ୍ତକ ‘ଭିନ୍ନ ପ୍ରସଙ୍ଗ ଭିନ୍ନ ଅଭିବ୍ୟକ୍ତି’ ପ୍ରକାଶ ପାଇବାକୁ ଯାଉଛି । ଏଥିରେ ମୋର ଦକ୍ଷିଣ ଭାରତର ଭ୍ରମଣବୃତାନ୍ତ, ଭଦ୍ରକ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱର କିୟଦଂଶ, ସାହିତ୍ୟ, ସଂସ୍କୃତି, ସାମାଜିକ ପ୍ରସଙ୍ଗ, ଖବରକାଗଜରେ ପ୍ରକାଶିତ ସ୍ତମ୍ଭ ଲେଖ ଇତ୍ୟାଦି ବହୁବିଧ ବିଷୟ ସ୍ଥାନିତ ।

    ଏହା ଏକ ସଂରକ୍ଷଣୀୟ ପୁସ୍ତକ ହେବା ସହ ପାଠକୀୟ ଆଦୃତି ଲାଭ କରିବାର ବିଶ୍ୱାସ ରଖୁଛି ।

    –ପ୍ରଫେସର ଡ ଶଶଧର ଦାସ

    250.00
    Add to cart
  • Natyacharcha

    Natyacharcha

    ‘ନାଟକ’ ସୁସ୍ଥ, ସୁନ୍ଦର ଓ ବଳିଷ୍ଠ ସମାଜର ଦିଗ୍ ଦର୍ଶକ ବୋଲି ଆମେ ବିଶ୍ୱାସ କରୁ । ସମାଜର ସାମ୍ପ୍ରତିକ ସମସ୍ୟାକୁ ବାସ୍ତବ କ୍ଷେତ୍ରରୁ ଆବିଷ୍କାର କରି ଆଣି ଜନ ଚେତନା ଜାଗ୍ରତ କରିବା ଏବଂ ସମାଧାନର ସୂତ୍ର ଖୋଜିବା ପାଇଁ ପ୍ରେରିତ କରିବା ହେଉଛି ନାଟକର ମୂଳ ଲକ୍ଷ୍ୟ । ଏହି ପରିପ୍ରେକ୍ଷୀରେ ଓଡ଼ିଆ ନାଟକ ଓ ମଂଚ ପାଇଁ ଯେଉଁ କେତେଜଣ ନାଟ୍ୟକାର ନିଜକୁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗ କରି ଦେଇଛନ୍ତି ସେମାନଙ୍କ ଭିତରୁ ବଛା ବଛା କେତେକ ନାଟ୍ୟକାରଙ୍କ ନାଟକ ତଥା ଅନ୍ୟାନ୍ୟ ନାଟକ ସମ୍ପର୍କିତ କେତୋଟି ବିଷୟକୁ ମୋର ଏହି ‘ନାଟ୍ୟଚର୍ଚ୍ଚା’ ପୁସ୍ତକରେ ଆଲୋଚନା କରାଯାଇଛି ।

    200.00
    Add to cart
  • Sahitya Samparkare

    Sahitya Samparkare

    Ramesh P. Panigrahi(1944)is present on the stage for the last 60 years serving the readers/ audience in different capacities, acting, directing, stage designing and occasionally translating from other languages. Author of 91 plays, 2 novels, more than 100 lyrics for All India Radio and seven fat volumes of theatre criticism, Panigrahi aims to elucidate without fear or favour experiences of a timeless world. When you skim and flip through the pages of these plays searching for the author’s design, you would perhaps decipher something unusual, may be sometimes alien.

    500.00
    Add to cart