Availability: In Stock

Bhima Bhuyan

180.00

ଭୀମା ଭୂୟାଁ ଉପନ୍ୟାସ ଓଡ଼ିଆ ଉପନ୍ୟାସ ସାହିତ୍ୟର ଏକ କ୍ରାନ୍ତିକାରୀ ସୃଷ୍ଟି । ଭୂୟାଁ ସର୍ଦ୍ଦାରର ପୁଅ ଭୀମା ଓ ରାଜା ହରିଚନ୍ଦନଙ୍କ କନ୍ୟା ଜେମାର ପ୍ରଣୟ ଆକର୍ଷଣର ଚିତ୍ରକୁ ସଫଳତାର ସହ ଉପସ୍ଥାପିତ କରିଛନ୍ତି ଔପନ୍ୟାସିକ । ଏହାବ୍ୟତୀତ ଭୂୟାଁ ଜାତିର ଜୀବନଯାତ୍ରା, ବିବାହ ବିଧି, ପର୍ବପର୍ବାଣି, ଆତିଥେୟତା ଏବଂ ଦେବବିଶ୍ୱାସ ଚିତ୍ରରେ ଗତିମୁଖର ଏହି ଉପନ୍ୟାସ ।

Category:

Description

About the Author

ଗୋପାଳବଲ୍ଲଭ ଦାସ (୧୮୬୦-୧୯୧୫, ସତ୍ୟଭାମାପୁର, କଟକ) ରେଭେନ୍ସା ମହାବିଦ୍ୟାଳୟରୁ ଏମ୍].ଏ. ପାସ୍ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ସର୍ବପ୍ରଥମ । ସେ ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଅନୁଜ । ବ୍ରିଟିଶ ଶାସନ କାଳରେ ସେ ଜଣେ ଉଚ୍ଚପଦର ସରକାରୀ କର୍ମଚାରୀ ଥିଲେ ମଧ୍ୟ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଗଭୀର ଆଦର ଥିଲା । ତାଙ୍କର ରଚିତ ଗ୍ରନ୍ଥମାନଙ୍କ ମଧ୍ୟରେ ‘ଆତ୍ମବତ୍ ସର୍ବଭୂତେଷୁ’ (୧୮୮୮), ‘କବିତା ମଞ୍ଜରୀ’ (୧୮୯୫), ‘ଭକ୍ତି ରସାବଳୀ’ (୧୯୦୦), ‘ପ୍ରୀତି ସୁଧାକର’ (୧୯୦୬), ‘ଭୀମା ଭୂୟାଁ’ (୧୯୦୮) ଉଲ୍ଲେଖଯୋଗ୍ୟ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 17 January 2024
  • Language ‏ : ‎ Oriya
  • Print length ‏ : ‎ 104 pages
  • ISBN-10 ‏ : ‎ 1645605051
  • ISBN-13 ‏ : ‎ 978-1645605058
  • Item Weight ‏ : ‎ 141 g
  • Dimensions ‏ : ‎ 13.97 x 0.64 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback