-
Banachari
₹370.00Aranyak, written in 1939, is a famous Bengali novel by Bibhutibhushan Bandyopadhyay based on his long and arduous years in northern Bihar. There he came into contact with a part of the world that, even now, remains unknown to most of us. ‘Aranyak’ literally means ‘Of the Forest’. This novel explores the simple and heart-warming story of a man who gets a job as an estate manager in Bihar and slowly falls in love with the beautiful and tranquil forest around him. The dichotomy of urban and rural life comes alive, reflecting the great love that human beings and nature can share, one that Bandyopadhyay experienced in his heart. Written by one of the greatest Bengali authors, this haunting novel is rooted in guilt and sadness but also tremendous beauty. Odia author and translator Laxminarayan Mohanty has translated this novel as “Banachari” in Odia. Novel has received the Sahitya Akademi Translation Award in 1990.
-
Banchibara Dina
₹280.00This is a collection of twenty-two short stories chosen carefully by the author keeping in view the global audience. The stories are – Bhitara Malata, Lalita Akhyana, Basu, Ahalya, Abaddha, Janharati, Na Dekhithiba Bata, Bibarta, Dhulighara, Sancara Patha, Janha Ratira Gapa sarinahin, Swapna O Soudagara, Tribhujara Chaturtha Bahu, Sakalara Manachitra, Sakhyatakara, Bhagnansha, Tanaya, Ranganatha, Bahubrihi, Adima, Akasha Setu, Banchibara Dina.
-
Banyajantu
₹300.00ସୃଷ୍ଟି ଓ ଜନ୍ମମୃତ୍ୟୁର ରହସ୍ୟ ଉନ୍ମୋଚନ କରିବା ପାଇଁ ବୈଜ୍ଞାନିକମାନଙ୍କର ଗବେଷଣା, ଋଷିମୁନିମାନଙ୍କର ସାଧନା, ବିଭିନ୍ନ ଧର୍ମ ସଂପ୍ରଦାୟର ଏ ସଂପର୍କୀୟ ଗୂଢ଼ ରହସ୍ୟ ଜାଣିବାର କାମନା ଓ ଧର୍ମଗ୍ରନ୍ଥ ବା ପୁରାଣମାନଙ୍କରେ ବର୍ଣ୍ଣିତ ସୂଚନା ମାଧ୍ୟମରେ ଏ ସମସ୍ତଙ୍କର ପ୍ରଚେଷ୍ଟା ଆବହମାନକାଳରୁ ଅବ୍ୟାହତ ରହିଛି । ମନୁଷ୍ୟ ଓ ଗୃହପାଳିତ ପ୍ରାଣୀମାନଙ୍କ କ୍ଷେତ୍ରରେ ଉନ୍ମୋଚିତ ଓ ସ୍ୱାସ୍ଥ୍ୟଗତ ତଥ୍ୟସମୂହ, ସେମାନଙ୍କର ସୁରକ୍ଷା, ସ୍ୱାସ୍ଥ୍ୟରକ୍ଷା ଓ ଦୀର୍ଘ ଜୀବନଯାପନ କରିବାର ପଥ କିୟତ୍ ଅଂଶରେ ପ୍ରଦର୍ଶନ କରିପାରିଛି । ତଥାପି ମଧ୍ୟ ସମୟ ସମୟରେ ପଥଭ୍ରଷ୍ଟ ହେବାପରି ପ୍ରତୀୟମାନ ହେଉଛି । ମାତ୍ର ବନ୍ୟଜନ୍ତୁମାନଙ୍କର ଜୀବନଚର୍ଯ୍ୟା ଅଦ୍ୟାବଧି ରହସ୍ୟାବୃତ୍ତ ।
ଏହି ପୁସ୍ତକଟିରେ ବନ୍ୟଜନ୍ତୁମାନଙ୍କ ସଂପର୍କରେ ଯେଉଁସବୁ ତଥ୍ୟ ଉପସ୍ଥାପିତ ହୋଇଛି, ବାସ୍ତବରେ ସେଗୁଡ଼ିକ ଅଦ୍ଭୁତ, ଆଶ୍ଚର୍ଯ୍ୟଜନକ, ଚିତ୍ତାକର୍ଷକ, ଆକର୍ଷଣୀୟ, ଚମକପ୍ରଦ ଓ ଆମୋଦଦାୟୀ । ପୁସ୍ତକଟିରେ ଉପସ୍ଥାପନ କରାଯାଇଥିବା ଜଙ୍ଗଲ ଜନ୍ତୁମାନଙ୍କର, ପ୍ରତ୍ୟେକଙ୍କର ସ୍ୱତନ୍ତ୍ର ବୈଶିଷ୍ଟ୍ୟ ରହିଛି । ପଶୁରାଜ ସିଂହର ସୌନ୍ଦର୍ଯ୍ୟ, ଅନ୍ତର୍ନିହିତ ଶକ୍ତି, ସାମାଜିକ ଚଳନିରେ ଅନ୍ତର୍ଜନନ ପ୍ରତି ବିଦ୍ୱେଷ, ସର୍ବଶକ୍ତିସମ୍ପନ୍ନା ମାଆ ଦୁର୍ଗାଙ୍କର ବାହନ ଓ ମନ୍ଦିରମାନଙ୍କର ରକ୍ଷକ ଭାବରେ ଆମ୍ଭମାନଙ୍କର ଆଦରଣୀୟ ଓ ବନ୍ଦନୀୟ ମଧ୍ୟ । ନେଉଳଟିଏ କେତେ କ୍ଷୁଦ୍ର ଜୀବ । ଗୋଖର ଓ ନାଗପରି ଭୟଙ୍କର ବିଷଧର ସର୍ପମାନଙ୍କୁ ଆକ୍ରମଣ କରି ଅନାୟାସରେ ମାରି ଦେଇ ପାରୁଛି । ଏହା ଏକ ଆଶ୍ଚର୍ଯ୍ୟଜନକ ବିଷୟ ନିଶ୍ଚୟ ।
ବାଘ, ଭାଲୁ, ଓଧ, ଶାଳିଆପତନୀ, ଗଧିଆ, ଶୃଗାଳ ଓ ବାଦୁଡ଼ି ବନ୍ୟଜନ୍ତୁମାନଙ୍କର ଜୀବନର ରହସ୍ୟ ଏ ପୁସ୍ତକରେ ଉନ୍ମୋଚିତ । ଅନେକ ଅନେକ ଅଜ୍ଞାତ, ଅଦ୍ଭୁତ ଓ ଆଶ୍ଚର୍ଯ୍ୟ କଥା ବର୍ଣ୍ଣିତ ବଣ୍ୟଜନ୍ତୁମାନଙ୍କର ଜୀବନଚର୍ଯ୍ୟାରୁ ଜାଣିହେବ, ବଣ୍ୟଜନ୍ତୁ ପୁସ୍ତକ ମାଧ୍ୟମରେ ।
-
-
Basanta Barnamala
₹400.00This collection is the selected poems of the powerful Odia poet Basanta Kumar Muduli who left this earth in 1986 Raja Sankranti at the age of thirty-one only. He has left enormous poetry for his readers. This new compilation has all his excellent poems. There are two preface articles by eminent thinker and essayist Chittaranjan Das (Chitta bhai) and poet Kamalakanta Lenka. A brilliant introduction by eminent storytellers Rajanikanta Mohanty and Pabitra Panigrahi representing Kabi Basanta Muduli Smruti Sansada. This collection would be loved by Basanta Muduli readers.
-
-
Basusena: An untold saga of Karna, the tragic hero of Mahabharat
₹250.00But how I wish
I could hear someone slander against Partha
And Partha only…
Let Partha’s slander
Come from all directions
From the premises of court
From the lips of children going to school
From the chirping of birds….
If I could hear the slanderous words
In the stealthy darkness
Coming from the neighbourhood of brothers…
From the songs of Yogis wandering
With begging-bowls
From the half-asleep, half-awake
Army-camp !….
To Partha’s slanderer
I shall offer all my skills of archery
All my virtues of this life
And of previous lives, if needed
Rest of the kisses of my wife meant for me
Shall offer the span of my life….
Dr. Hrushikesh Mallick very artistically brings down Karna from a high pedestal and makes him speak like a commoner. Yet, the feelings are genuine and sincere. And the readers are made to wonder at such verses stated above.
The whole of Basusena is replete with such verses. When I read the book in its original version (Odia), I felt impelled to translate it into English since I sincerely felt this great work richly deserves a wider audience. The wonderful command Dr Mallick has over Odia language and his way of presenting his thoughts in a form and style all his own sometimes defy translation. I have tried to make a modest attempt. I will be very happy if this translated version gives some moments of joy to the readers.
-
Baya Chadheira Basa O Anyanya Galpa
₹200.00ବାୟା ଚଢ଼େଇର ବସା ସଂପର୍କ, ଦାୟିତ୍ୱ, ଅଧିକାରପଣ ଏବଂ ଅଙ୍ଗୀକାରକୁ ନେଇ ଗଢ଼ା ଭିନ୍ନ ଭାସ୍କର୍ଯ୍ୟର କଥା କହେ ଯାହାକୁ ନେଇ ବୀଣାପାଣି ପ୍ରଧାନ ଗପର ଗହଣା ଗଢ଼ିଛନ୍ତି । ତାଙ୍କ କଥା କାହାଣୀର କାନ୍ଥରେ ଫିକା ପଡ଼ିଆସିଥିବା ମାର୍ଗଶିରର ଝୋଟିଚିତାକୁ ଦେଖିହୁଏ, ଯେମିତି ଦେଖିହୁଏ ମାଟି ଚଟାଣରେ ଲିଭିଆସୁଥିବା ସିନ୍ଦୂର ଓ ଅଳତାର ଦାଗ । ମଣିଷ ଚିରକାଳ ତାକୁ ହିଁ ଝୁରୁଥାଏ ଯାହାକୁ ସେ ପାଏ ନାହିଁ, ହୁଏତ ପାଇବାର ସମ୍ଭାବନା ନ ଥାଏ ଜୀବନରେ । ସେହି ଝୁରାପଣ, ସେଇ ଉଷୁମ ଦୀର୍ଘଶ୍ୱାସ ଏବଂ ଶୀତଳ ସ୍ମୃତି ସବୁ ତାକୁ ଅଥୟ କରୁଥାନ୍ତି, ଅସ୍ତବ୍ୟସ୍ତ କରୁଥାନ୍ତି । ସେହି ଅନୁଭବକୁ ଶବ୍ଦରୂପ ଦେବାର କଠିନ କାମଟିକୁ ଅନାୟାସରେ ସଂପନ୍ନ କରିଛନ୍ତି ବୀଣାପାଣି ତାଙ୍କର ବାୟା ଚଢ଼େଇର ବସା ସଂକଳନରେ । ଏହା ତାଙ୍କର ପ୍ରଥମ ଅଥଚ ଦୃପ୍ତ ପଦପାତ, ଯାହା ପାଠକଙ୍କ ଦୃଷ୍ଟି ଆକର୍ଷଣ କରିବ ।
– ଗୌରହରି ଦାସ
-
Bazaar Yuddha
₹300.00୧୯୯୦-୯୧ ମସିହା ଭାରତର ଅର୍ଥନୈତିକ ଇତିହାସର ଏକ ସନ୍ଧିକ୍ଷଣ । ଏହି ସମୟରେ ହିଁ ଭାରତର ଆର୍ଥିକ ଉଦାରୀକରଣ ନୀତିର ପ୍ରଚଳନ ହୋଇଥିଲା । ଏହି ଆର୍ଥିକ ଉଦାରୀକରଣ ବ୍ୟବସ୍ଥାର ପ୍ରଭାବ ବିଗତ ତିରିଶବର୍ଷ ଧରି ଭାରତୀୟ ଜନଜୀବନରେ ଅନେକ ପରିବର୍ତ୍ତନ ଆଣିଛି । ବିଦେଶୀ କମ୍ପାନୀମାନେ ଭାରତୀୟ ବଜାରରେ ପ୍ରବେଶ କରିଥିବାରୁ ଭାରତୀୟ ଗ୍ରାହକମାନେ ଲାଭବାନ ହୋଇଛନ୍ତି । ବିଦେଶୀ ପୁଞ୍ଜିର ସଫଳ ବିନିଯୋଗ ହେତୁ ଭାରତୀୟ ପ୍ରତିଭୂତି ବଜାରର ସୂଚନାଙ୍କ ବହୁମାତ୍ରାରେ ବୃଦ୍ଧିପାଇଛି । ଆୟାତ-ନିର୍ଯ୍ୟାତ ଆଇନ୍]ରେ ପରିବର୍ତ୍ତନ ହେତୁ ଭାରତୀୟ କମ୍ପାନୀମାନେ ବିଶ୍ୱ ବଜାରରେ ନିଜର ଉତ୍ପାଦ ବିକିବା ସହ ନୂତନ ଜ୍ଞାନକୌଶଳ ଆହରଣ କରି ବିଦେଶୀ କମ୍ପାନୀମାନଙ୍କୁ କିଣିବାରେ ସକ୍ଷମ ହୋଇଛନ୍ତି । ଆର୍ଥିକ ଉଦାରୀକରଣର ଏହିଗୁଡ଼ିକ ହେଲା ଯୁକ୍ତାତ୍ମକ ପ୍ରଭାବ । ସମାଜରେ ବଢ଼ୁଥିବା ଧନୀ-ଗରିବର ତାରତମ୍ୟ, ଭ୍ରଷ୍ଟାଚାର, ସର୍ବସାଧାରଣ ସମ୍ପତ୍ତି ଉପରେ ପ୍ରମୁଖ ଭାରତୀୟ ନିଜ କ୍ଷେତ୍ର କମ୍ପାନୀମାନଙ୍କର ଲୋଲୁପଦୃଷ୍ଟି ଏବଂ ସାଂସ୍କୃତିକ ପ୍ରଦୂଷଣ ସହ ଯୌଥ ପାରିବାରିକ ବ୍ୟବସ୍ଥାର ଭଙ୍ଗୁରତା ବୃଦ୍ଧିପାଇବା ଅତ୍ୟନ୍ତ ଚିନ୍ତାର ବିଷୟ । ନବେ ଦଶକର ଆରମ୍ଭରୁ ମୋର ଧ୍ୟାନ, ଅନୁଶୀଳନ ଓ ଗବେଷଣା ଭାରତର ଅର୍ଥନୈତିକ ବ୍ୟବସ୍ଥା, ବଜାର ଓ ଏହାର ପ୍ରଭାବ ଏବଂ ଗ୍ରାହକୀୟ ବ୍ୟବହାର ଉପରେ ରହିଛି । ବଜାର ବ୍ୟବସ୍ଥା ଓ ଗ୍ରାହକ ବ୍ୟବହାରର ଛାତ୍ର ଏବଂ ପରବର୍ତ୍ତୀ ସମୟରେ ଶିକ୍ଷକ ହୋଇଥିବାରୁ ମୁଁ ବିଭିନ୍ନ ସମୟରେ ସାଧାରଣ ପାଠକମାନଙ୍କ ପାଇଁ ବୋଧଗମ୍ୟ ଭାଷାରେ ‘ବଜାର ଯୁଦ୍ଧ’ ନାମରେ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ଲେଖିବା ଆରମ୍ଭ କରିଥିଲି । ଅର୍ଥନୀତିର ଜଟିଳ ଗଣିତ ଓ ବ୍ୟାଖ୍ୟାରୁ ମୁକ୍ତ କରି ବଜାର ଓ ବ୍ରାଣ୍ଡ ସମ୍ବନ୍ଧୀୟ ବିଭିନ୍ନ ରୋଚକ ତଥ୍ୟମାନଙ୍କୁ ସାଧାରଣ ପାଠକ ସାମ୍]ନାରେ ପ୍ରସ୍ତୁତ କରିଥିଲି । ଏପରି ଏକ ସ୍ତମ୍ଭ ପ୍ରକାରାନ୍ତରେ ଓଡ଼ିଶାର ଖବରକାଗଜ ଜଗତରେ ଏକ ସଫଳ ପରୀକ୍ଷା ବୋଲି ଅନେକ ମତ ଦେଇଥିଲେ ।
-
Beshaghara
₹210.00“ବେଶଘର” କବିତା ସଂକଳନରେ ସ୍ଥାନିତ ପ୍ରତ୍ୟେକ କବିତା ଏକ ଦର୍ପଣ- ପ୍ରେମ, ପ୍ରତିରୋଧ, ଅନ୍ୟାୟ, ଅବିଚାର, ବିଦ୍ରୋହ, ବିଦ୍ରୂପ, ସମୟର ନିରନ୍ତର ସ୍ପନ୍ଦନର ଅଦୃଶ୍ୟ ରୂପରେଖ ଓ ଆତ୍ମାର ସ୍ତରୀଭୂତ କ୍ଷେ।।ଭର ଅବିକଳ ପ୍ରତିଫଳନ । ଭାଷାର ସରଳତା ଓ ଭାବର ଗଭୀରତାରେ ସମୃଦ୍ଧ ଏହି କବିତାଗୁଡ଼ିକ ଜୀବନର ଭଂଗୁର ସୌନ୍ଦର୍ଯ୍ୟକୁ ଅନୁସନ୍ଧାନ କରେ ଓ ଦୈନନ୍ଦିନ ଜୀବନରେ ନିହାତି ମାମୁଲି ମନେ ହେଉଥିବା ମୁହୂର୍ତ୍ତର ସାକ୍ଷୀ ପାଲଟି ଆମ ଚତୁଃପାର୍ଶ୍ୱର ବିଶ୍ୱକୁ କେବଳ ପ୍ରତିଫଳିତ କରେନାହିଁ, ପାଠକକୁ ଗଭୀର ଭାବପ୍ରବଣତାରେ ଆଚ୍ଛନ୍ନ, ଆଲୋଡ଼ିତ ଓ ଆନ୍ଦୋଳିତ କରେ। ସତ୍ୟ ଏବଂ ନ୍ୟାୟ ପ୍ରତି ପ୍ରତିବଦ୍ଧତାରେ ସମୁଜ୍ଜ୍ୱଳ କବିତାଗୁଡ଼ିକ ସ୍ପର୍ଦ୍ଧା ଏବଂ ସମ୍ବେଦନଶୀଳତାର ପ୍ରତିରୂପ ପାଲଟି ପାଠକକୁ ସାହସ ଏବଂ ସାନ୍ତ୍ୱନା ପ୍ରଦାନ କରେ।
-
Best of Binapani
₹350.00This collection has nine stories –
The Power and Glory of a Flood
Patadei
The Interval
Father
The Tongue of Fire
Chameli’s Tea
The Shadow of Darkness
The Auditorium
The Twins
-
Between Two Worlds East and West: An Autobiography
₹400.00Between Two Worlds is the autobiography of one of the most distinguished philosophers to come out of India in recent years, J.N. Mohanty. Tracing Mohanty’s journey from Calcutta to Bangalore, Gottingen, America and Britain, this book spans the globe–literally as well as metaphorically–“from East to West.”