-
Gaan Gharara Naksha
₹240.00Gaan Gharara Naksha is a short story collection by Pradosh Mishra. It has 15 short stories, namely, “Gaan Gharara Naksha”, “Hale Jota Paain”, “Phula Maa`ra Natuni”, Abinash`ra Premika”, “Niswasa”, ” Jejenka Gaan”, “Sammana”, “Akuha Kahani”, “Eka Manisha Samparkare”, “Bijuli Aluare”, “Mulya”, “Karona O Dadana”, “Sesharasta”, “Moksha”, “Sheshapada Katha”.
-
Gajapati Kapilendra Deva and His Mastadone Power
₹400.00The novel “Gajapati Kapilendra Deva and His Mastodon Power” presents a vivid portrayal of Gajapati Kapilendra Deva and his life, delving into both his remarkable accomplishments and the trials he faced towards the end of his reign. It provides the readers with a glimpse into the historical context and the challenges and triumphs of this influential ruler. This work is a narrative that combines history and fiction to bring to life the legacy of Gajapati Kapilendra Deva, shedding light on the man behind the powerful ruler.
-
Galpa Nuhe
₹160.00ଉଦ୍ଦେଶ୍ୟହୀନ ଭାବେ ଗପ ଲେଖିବା ଝୁଙ୍କ ପିଲାଦିନୁ ଥିଲା । ସ୍କୁଲ ଜୀବନରେ ପ୍ରଜାତନ୍ତ୍ର ପ୍ରଚାର ସମିତି ଆନୁକୂଲ୍ୟରେ ପ୍ରକାଶିତ ମୀନାବଜାର ଦ୍ୱାରା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପାଇଥିଲି । ରେଭେନ୍ସା କଲେଜରେ ଛାତ୍ର ଥିଲାବେଳେ କିଛି ଲେଖା ‘ରେଭେନ୍ସାଭିଆନ୍]’ରେ ପ୍ରକାଶିତ ହୋଇଥିଲା ଯାହାର ଅନୁବାଦ ମନୋରଂଜନ ହୋତା କରିଥିଲେ ଓ ସେଗୁଡ଼ିକ ଦୈନିକ ଇଂରାଜୀ ସମ୍ବାଦପତ୍ର ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡରେ ପ୍ରକାଶିତ ହୋଇଥିଲା । ‘ଦିଗନ୍ତ’, ‘ଆସନ୍ତାକାଲି’, ‘ରବିବାର ପ୍ରଜାତନ୍ତ୍ର’ରେ ମଧ୍ୟ କେତୋଟି ଲେଖା ସେ ସମୟରେ ପ୍ରକାଶିତ ହୋଇଥିଲା । ଦୁଃଖର ବିଷୟ ସେଗୁଡ଼ିକ ସାଇତି ରଖିବା କଥା କେବେ ମନକୁ ଛୁଇଁ ନଥିଲା । ଏମିତି ତ ବିଶୃଙ୍ଖଳ ଓ ତା’ ଉପରେ ବୃତ୍ତିର ବାଧ୍ୟବାଧକତାରେ ସେଗୁଡ଼ିକ ହଜିଗଲେ । ସେ କାଳର କେବଳ ଦୁଇ ତିନୋଟି ଗଳ୍ପ ଉଦ୍ଧାର କରିପାରିଥିଲି ଯାହା ଏ ବହିରେ ସନ୍ନିବେଶିତ । ବିଦେଶ ସେବାରେ ଥିଲାବେଳେ ଓଡ଼ିଆରେ କଥା କହିବା ଓ ଲେଖିବା ପାଇଁ ପରିବେଶ ନଥିଲା । ଆଜି ଭଳି ଯୋଗାଯୋଗର ନୂତନ ଟେକ୍ନୋଲୋଜି ନଥିଲା । କଲେଜରେ ପଢ଼ୁଥିବା ବେଳର ବନ୍ଧୁମାନଙ୍କ ପରାମର୍ଶରେ ଓଡ଼ିଆ କ୍ଷୁଦ୍ର ଗଳ୍ପ ଲେଖିବାରେ ପ୍ରଚେଷ୍ଟା କଲି । ପାଠକଙ୍କୁ ଭଲ ଲାଗିଲେ ଆନନ୍ଦିତ ହେବି ।
– ଅବସର ବେଉରିଆ
-
Galpaswalpa
₹250.00ଊନବିଂଶ ଶତାବ୍ଦୀ ହେଉଛି ଉତ୍କଳ ପାଇଁ ଏକ ଘଡ଼ିସନ୍ଧିକାଳ । ଏ ଶତାବ୍ଦୀରେ ପ୍ରାଚ୍ୟ ଏବଂ ପାଶ୍ଚାତ୍ୟ ଚିନ୍ତା ଓ ଚେତନାରେ ସଂଘର୍ଷ ଘଟିଛି । ଫଳରେ ଓଡ଼ିଆ ଭାଷା ଏବଂ ସାହିତ୍ୟର ପ୍ରାଚୀନ ନିର୍ମୋକ ଖସିପଡ଼ିଛି । ନବଯୁଗର ପଦଧ୍ଵନିରେ ସମଗ୍ର ସାରସ୍ଵତ ଆକାଶ ନୂତନ ସମ୍ଭାବନା ଓ ଦ୍ୟୋତନାରେ ସ୍ଵପ୍ନାୟିତ ହୋଇଛି । ସର୍ବତ୍ର ଜନ ଜୀବନରେ ନବ ଜାଗୃତିର ମନ୍ଦ୍ରଧ୍ଵନି ନିନାଦିତ ହୋଇଛି । ଏଇ ଆକାଶର ଅସ୍ତାଚଳରେ ଭଞ୍ଜ ଯୁଗର ଜୀବନ ସନ୍ଧ୍ୟାର କରୁଣ ଅସ୍ତରାଗ ଓ ଉଦୟାଚଳରେ ନବଯୁଗର ଜୀବନ ପ୍ରଭାତର ହିରଣ୍ମୟ ଦ୍ୟୁତି ରୂପକ ରକ୍ତରାଗ ପ୍ରତିଭାତ ହୋଇଛି । ଓଡ଼ିଆ ସାହିତ୍ୟର ଚକ୍ରବାଳରେ ଏ ମାଟିର ଶ୍ରେଷ୍ଠ ପୁରୋହିତ, ନବଯୁଗର ଭଗୀରଥ, ଏ ଜାତିର ଦଧୀଚି, ଓଡ଼ିଆ କଥାସାହିତ୍ୟର ସମ୍ରାଟ, ଉତ୍କଳ-ସାହିତ୍ୟ-ଆଶ୍ରମର ବିଶିଷ୍ଟ ଋଷି, ଓଡ଼ିଆ ଭାଷାର ଜାଗ୍ରତ ପ୍ରହରୀ, ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ଦୁର୍ଦ୍ଧର୍ଷ ସେନାପତି, ଆଧୁନିକ କାବ୍ୟ-ଜଗତର ବ୍ୟାସକବି ତଥା ସରସ୍ଵତୀ ଫକୀରମୋହନଙ୍କର ଅଭ୍ୟୁଦୟ ଏକ ଯୁଗାନ୍ତକାରୀ ଘଟଣା । ବାଲେଶ୍ଵରର ମଲ୍ଲିକାଶପୁରର ପ୍ରସିଦ୍ଧ ‘ମଲ୍ଲ’ ପରିବାରସ୍ଥ ଲକ୍ଷ୍ମଣ ଚରଣ ସେନାପତି ଓ ତୁଳସୀ ଦେବୀଙ୍କର ଔରସରୁ ୧୮୪୩ ମସିହା ଜାନୁଆରୀ ୧୩ ତାରିଖ ଶୁକ୍ରବାର ପବିତ୍ର ମକର ସଂକ୍ରାନ୍ତିରେ ତାଙ୍କର ଆଗମନ ଏବଂ ୧୯୧୮ ମସିହା ଜୁନ୍ ୧୪ ତାରିଖ ଶୁକ୍ରବାର ପବିତ୍ର ରଜ ସଂକ୍ରାନ୍ତିରେ ତାଙ୍କର ତିରୋଧାନ । ଗୋଟିଏ ସଂକ୍ରାନ୍ତିରେ ଆଗମନ ଏବଂ ଗୋଟିଏ ସଂକ୍ରାନ୍ତିରେ ତାଙ୍କର ତିରୋଧାନ ପର୍ଯ୍ୟନ୍ତ ରହିଯାଇଛି ଦୀର୍ଘ ୭୫ ବର୍ଷର ବ୍ୟବଧାନ । ସେଇ ସଂକ୍ରାନ୍ତି ପୁରୁଷ ଏ ଜାତିପାଇଁ, ମାଟି ପାଇଁ, ଭାଷା ପାଇଁ, ସାହିତ୍ୟ ପାଇଁ, ମଣିଷ ପାଇଁ,ସଂସ୍କୃତି ପାଇଁ ଯେଉଁ କ୍ରାନ୍ତି ସୃଷ୍ଟି କରିଯାଇଛନ୍ତି ତାହା ବାସ୍ତବିକ୍ ଜଣେ କର୍ମଯୋଗୀର ବୀରୋଚିତ କାର୍ଯ୍ୟ । ସେନାପତି ସଦୃଶ ହସ୍ତରେ ଅସି ଧରି ପ୍ରତିପକ୍ଷ ସହିତ ସେ ଯୁଦ୍ଧ କରିନାହାନ୍ତି ବରଂ ଶକ୍ତିଶାଳୀ ମସି ଧରି ଏ ଓଡ଼ିଆ ଜାତିର,ଭାଷାର,ସାହିତ୍ୟର ଯଥାର୍ଥ ଉନ୍ନତି କରିଯାଇଛନ୍ତି ।
-
Ganakabi Gopal Dash Sangruhita Rachanabali
₹1,100.00ବିଂଶ ଶତାବ୍ଦୀର ପ୍ରାରମ୍ଭରେ ନାଟ୍ୟାଚାର୍ଯ୍ୟ ଗଣକବି ଗୋପାଳ ଦାଶ ଓଡିଆ ଯାତ୍ରା ଓ ଗୀତାଭିନୟ ଜଗତର ଏକ ଅସାଧାରଣ ପ୍ରତିଭା ଥିଲେ । ତତକାଳୀନ ରୁଚିହୀନ ଓ ଅନାକର୍ଷଣୀୟ ଓଡିଆ ଯାତ୍ରାକୁ ଯୁଗରୁଚି ଓ ଦର୍ଶକ ପ୍ରିୟ କରାଇବାରେ ସେ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସେ ୧୮୭୬ ମସିହା ମେ ୩୦ ତାରିଖରେ ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲ୍ଲାର ପଳାସିଂହା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୮୯୮ ମସିହାରୁ ୧୯୩୯ ମସିହା ଭିତରେ ସେ ପ୍ରାୟ ୭୨ଖଣ୍ଡ ଗୀତାଭିନୟ, ବହୁ ସୁଆଙ୍ଗ, ଫାର୍ଶ, ଜଣାଣ, ଛାନ୍ଦ, ଚଉତିଶା ରଚନା କରି ଓଡିଆ ସାରସ୍ବତ ଭଣ୍ଡାରକୁ ସମୃଦ୍ଧ କରିଯାଇଛନ୍ତି । ସେ ଏକାଧାରରେ ଜଣେ ନାଟ୍ୟକାର, ସଂଗୀତଜ୍ଞ, ବାଦ୍ୟଶିଳ୍ପୀ, ନାଟ୍ୟ ନିର୍ଦ୍ଦେଶକ, ଓ କଳା ନିର୍ଦ୍ଦେଶକ ଭାବେ ମାତ୍ର ୨୨ବର୍ଷରେ ନିଜସ୍ବ ଯାତ୍ରାପାର୍ଟି ଗଠନ କରି ବଙ୍ଗ,ବିହାର, ଓଡିଶାରେ ଦୀର୍ଘ ୪୦ବର୍ଷ ଯାତ୍ରାଭିନୟ ପ୍ରଦର୍ଶନ କରି ଅଜସ୍ର ପ୍ରଶଂସା ସାଉଁଟି ଥିଲେ । ଏହି ମହାନ ନାଟ୍ୟାଚାର୍ଯ୍ଯଙ୍କ ୧୫୦ ତମ ଜନ୍ମବାର୍ଷିକ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ଯ ପରିଷଦ ଆନୁକୂଲ୍ଯରେ ପ୍ରସିଦ୍ଧ ପ୍ରକାଶନୀ “ବ୍ଲାକ ଇଗଲ୍’ ପକ୍ଷରୁ ‘ଗଣକବି ଗୋପାଳ ଦାଶ ସଂଗୃହୀତ ରଚନାବଳୀ’ ପ୍ରକାଶିତ ।
-
Gandhi Chhakaru Tikie Aagaku
₹230.00Gandhi Chhakaru Tikie Aagaku is the sixth novel of eminent Odia novelist and short story writer Padmaj Paul. His other novels are Durga Patanara Bela, Aama Samayara Dukha, Jibu ki Thibu, Papa Pari Nijara, and Hay Muni! Kemiti Achha.
-
Gangadhar-Rabindra
₹200.00This book is a comparative study between two great poets of the adjacent states. While studying and analyzing their works both in Bengali and Odia, the author never felt who is superior or inferior of the two, but how equally inspiring both the poets are by delving deep into their souls.
This book would be a great read for the common readers and great source of knowledge for the students who study or research in comparative literature.
-
Garbhagruha
₹170.00Haraprasad Das believes that poetry written in a language must retain in the end the irreducible minimum resonance of that language that is epiphanic, crystalline and inimitably original ! He has until now published more than eighteen works of poetry apart from a huge body of social and literary discourses. He is the recipient of the Sahitya Akademi Award, the highest award of the National Academy of Letters, the prestigious Gangadhar Meher National Poetry Award, and the Moortidevi award of the Bharatiya Jnanpith, apart from numerous awards, honours and felicitations. Black Eagle Books hopes to hallmark the Indian poetic space with omnibuses carrying the entire body of the Odia Poetry of Haraprasad Das.
-
Gatha Saptashati
₹500.00This book is a collection of 700 “Gathas” compiled by the great King Satavahana Hala from 2nd Century BC. Gathas are poetic snippets (similar to Shlokas in Sanskrit). Translated from Prakrit (a peer language to Sanskrit prevalent in India 2000 years ago) into Odia and beautifully interpreted, this is a virtual treasure trove of timeless and pithy life lessons. The readers may take this literary voyage into the past and rejoice at the amazing similarity of Prakrit to modern Odia. While languages evolve, the depth, intensity, characteristics and endless capacity of the Gathas to hold the imagination of mankind is impressive. Each snippet in this compilation is unique and complete by itself. This is enough to hold the reader’s attention.
-
Geeta Phulara Mahaka
₹200.00ଗୀତ ଫୁଲର ବାସ୍ନା ନିଆରା । ଗୀତ ଫୁଲର ବଗିଚାରେ ଫୁଲମାନଙ୍କ ସୁରଭି ବାଣ୍ଟୁଥିବାକବି ଡ. ଗୋବିନ୍ଦ ଚନ୍ଦ୍ର ଦାଶ । ଶବ୍ଦ ମାନଙ୍କର ଶୂନ୍ୟ ସଡ଼କର କଡ଼େ କଡ଼େ ଅନେକ ଅଚିହ୍ନା, ଅଲୋଡ଼ା, ଅମୁହାଁ ଗଛ । ଗଛ ଡାଳରେ ଓହଳିଛି ଗୀତ ଫୁଲ ସବୁ, ବାସ୍ନାରେ ବିସ୍ମୟ ବିଭୋର ମନ, ସମୟର ଶକ୍ତ ଟାଣ ମୁଠାରେ ଚିରକାଳ ବନ୍ଦୀଥିବା ଦୁଃଖର ତାଡ଼ନା, ଜୀବନ ଜିଇଁବାର ନିର୍ଦ୍ଦିଷ୍ଟତା ଭିତରେ ଅନେକ ଅମୃତ ଅନୁଭବ ଓ ଗତିଶୀଳ ସମୟର ନିର୍ଦ୍ଦିଷ୍ଟ ପରିଧି ଭିତରେ ଅନିର୍ଦ୍ଦିଷ୍ଟ ଆନନ୍ଦର ନିଜସ୍ୱତା ।
ଜଣେ ସଫଳ ଗୀତିକାର ତଥା ଅଜସ୍ର ସ୍ନେହ, ଶ୍ରଦ୍ଧା ଓ ସମ୍ମାନର ଅଧିକାରୀ ଡ. ଦାଶଙ୍କର ଏହି ପଞ୍ଚଦଶ କବିତା ସଂକଳନଟି ନିଶ୍ଚିତ ଭାବେ ପାଠକୀୟ ସ୍ୱୀକୃତି ଲାଭ କରିବ ଏହା ନିଃସନ୍ଦେହ ।
-
GESHE JAMPA: A Warior of Tibet
₹370.00Truth Behind Writing I found opportunity to see and listen to the Tibetan community around me living in Sarnath. In monk’s clothes, in modern clothes, in traditional clothes too, roaming on the roads of Sarnath, moving in groups towards the Tibetan Bauddh Temple to participate in Kalchakra Pooja, involved in preserving their language and culture in monasteries and institutions or selling shawls and sweaters on the footpath in the winter season, these Tibetans are seen, associating themselves with Indian culture so firmly as river Yamuna meets with river Ganga but their separate identity has never disappeared. Having an almost similar look in face-cutting and personality with our Laddakhi or Manipuri brothers and sisters of India, these Tibetans made me curious to know or write something about them once when I found a Tibetan lady as school teacher wearing a redbordered white Saree¹ in the annual function of a children’s school in Sarnath. She was singing the national-anthem of India. I was astonished and on that very day I felt once again the pleasure of Independence and grief of bondage and dependence…..
-
Gharadiha
₹550.00Gharadiha deals with a period of about 20 years, from 1942 to 1961, that is beginning from the time of Quit India Movement to the Chinese aggression. The novel seeks to give an account of the changes during that period which disrupted the traditional pattern of village-life, as a result of which not only did the human character change but also the basic values of the village were sought to be redefined, leading to the threat of disintegration of village-life. The hero, a common villager who left the village twenty years ago in search of employment, returns to find everything changed – his land gone, his wife gone – himself a destitute and a victim of exploitation, and is forced to undergo almost an ordeal of fire. It received the Sahitya Akademi Award in 1987.