• Mangalabaria Sahitya Sansada

    Mangalabaria Sahitya Sansada

    ଚିରଦୁଃଖୀ ଓଡ଼ିଆଙ୍କ ମୁହଁରେ ହସଧାରେ ଆଙ୍କି ଦେବା ନିମନ୍ତେ ଫତୁରାନନ୍ଦୀୟ ହାସ୍ୟବ୍ୟଙ୍ଗ ଶୈଳୀର ଅପୂର୍ବ କଳାକୃତିଟି ହେଉଛି ‘ମଙ୍ଗଳବାରିଆ ସାହିତ୍ୟ ସଂସଦ’ (୧୯୬୩) ଗଳ୍ପ ସଂକଳନ । ଏଥିରେ ସନ୍ନିବେଶିତ ୧୯ଗୋଟି ଗଳ୍ପରେ ସମସାମୟିକ ସଭା ସାହିତ୍ୟ, ମନ୍ତ୍ରୀ ସାହିତ୍ୟ, ଅଧିକାରୀ ସାହିତ୍ୟ, ଗବେଷକ ସାହିତ୍ୟ, ଅଧ୍ୟାପକ ସାହିତ୍ୟ, ଯୁବ ସାହିତ୍ୟ, ପତ୍ରିକା ସାହିତ୍ୟ ଇତ୍ୟାଦି ସମ୍ପର୍କରେ ଫତୁରାନନ୍ଦ ଯେପରି ବିଦ୍ରୂପ କରିଛନ୍ତି, ତାହା ତାଙ୍କ ନିତିବୋଧର ବଳିଷ୍ଠ ଦିଗକୁ ନିର୍ଦ୍ଦେଶ କରେ । ସାହିତ୍ୟର ଉନ୍ନତି କଳ୍ପେ ସାହିତ୍ୟ ସଂସଦର ପ୍ରତିଷ୍ଠା ଏକାନ୍ତ ଭାବେ ଅପରିହାର୍ଯ୍ୟ ବୋଲି ଅନୁଭବ କରି ସେ ମଙ୍ଗଳବାରିଆ ସାହିତ୍ୟ ସଂସଦ ପ୍ରତିଷ୍ଠା କରିଛନ୍ତି । ଯେକୌଣସି ପତ୍ରିକା ବାହାର କରିବାର ଝୁଙ୍କ ନେଇ ‘ମଙ୍ଗଳବାରିଆ ସାହିତ୍ୟ ସଂସଦ’ର ସଭ୍ୟଗଣ ଏକ ଭିନ୍ନ ସ୍ୱାଦ ତଥା ଭିନ୍ନ ନାମର ପତ୍ରିକାଟିଏ ବାହାର କରିବାକୁ ଚାହିଁଛନ୍ତି । ଏଥିରେ ସଂସଦୀୟ ମୁଖପତ୍ରଟିର ‘ଟୋକେଇ’ ନାମକରଣ କରିଥିବା ବିଷୟ ଅତ୍ୟନ୍ତ ହାସ୍ୟୋଦ୍ଦୀପକ ଭାବରେ ପ୍ରକାଶ ଲାଭ କରିଛି । ତତ୍କାଳୀନ ସାହିତ୍ୟିକମାନଙ୍କର ଆତ୍ମପ୍ରତିଷ୍ଠା ପାଗଳାମୀ ଏବଂ ଲେଖା ପ୍ରକାଶର ବିଭିନ୍ନ ମାର୍ଗ ପ୍ରତି ଫତୁରାନନ୍ଦଙ୍କ ବ୍ୟଙ୍ଗ ଅତ୍ୟନ୍ତ ହାସ୍ୟାତ୍ମକ । ବ୍ୟାବସାୟିକ ବିଜ୍ଞାପନ, ବିଭିନ୍ନ କବିଭେଦ, ସମାଲୋଚକ, ଓକିଲ, ବକ୍ତା, ଶ୍ରୋତା, ଅଯୋଗ୍ୟମାନଙ୍କର ବୈଚାରିକ ସିଦ୍ଧାନ୍ତ, ରାଜନୀତିକ ଗୋଡ଼ଟଣା ନୀତି, ରାଜନୈତିକ ଷଡ଼ଯନ୍ତ୍ର ନିର୍ବାଚନୀ ଫନ୍ଦିଫିକର, ଶସ୍ତା ସାହିତ୍ୟାଲୋଚନା ଇତ୍ୟାଦି ଭାବଧାରା ଫତୁରାନନ୍ଦଙ୍କ ଗଳ୍ପଗୁଡ଼ିକୁ ପ୍ରଭାବଶାଳୀ କରିଛି । ଫତୁରାନନ୍ଦ ଆଧୁନିକ ଗଳ୍ପଜଗତରେ ଜଣେ ଶକ୍ତିଶାଳୀ କଥାକାର ଥିଲେ । ତାଙ୍କ କଥାପୁସ୍ତକ ‘ମଙ୍ଗଳବାରିଆ ସାହିତ୍ୟ ସଂସଦ’ର ଗୁଣାତ୍ମକ ବୈଶିଷ୍ଟ୍ୟ ଗଭୀର, ଆବେଦନ ପ୍ରଭାବଶାଳୀ, ଅଭିନବ କଳାତ୍ମକ ଉପସ୍ଥାପନା ଶୈଳୀ ଇତ୍ୟାଦି ଆଗାମୀ ପାଠକମାନଙ୍କ ନିମନ୍ତେ ବ୍ୟାପକ ଗବେଷଣାର ପରିସର ଯେ ପ୍ରଦାନ କରିବ ଏହା ନିଃସନ୍ଦେହ ।

    220.00
    Add to cart
  • Manile Debata

    Manile Debata

    “Manile Debata” (Acceptance is God) is a short story collection containing 15 stories about everyday people with their own human values, belief system guiding their everyday life. Many of the characters are semi-autobiographical, sharing similarities with figures from the author’s own experiences. Her use of real place names and inclusion of characters pursuing everyday activities as parents, spouses, professionals, tourists, Indian immigrants and community activists reflect the life of Indian immigrants, mostly Odia immigrants that experience various emotions in their everyday life in USA as the world goes through changes.

    190.00
    Add to cart
  • Manoj Das and Laxmi's Adventure

    Manoj Das and Laxmi’s Adventure

    Chapters include:

    A Letter for Laxmi The image of a painful soul: Laxmi’s fatherAll over the World: Laxmi’s MotherConfessions of the priest in the story ‘Laxmi’s Adventure’Prayer by the Soul of the pondThe best works of fiction: ‘Laxmi’s Adventure’ The little girl’s condition is more important than two bananasThe greatness of the money lender The great mercy of LaxmikantManoj Das’s Popular story ‘Laxmi’s Adventure’Laxmi is the conscious counterpart of SavitriGangadhar’s Sita and Manoj’s LaxmiTwo feverish characters: a divine woman and a regretted childConversation of Laxmi and GodManoj Das’s ‘Aranyaka’ and ‘Laxmi’s Adventure’: A Comparative studyTwo rays of divine light: Rebati and LaxmiManoj Das’s ‘Laxmi’s Adventure’ and Oscar Wilde’s ‘The Selfish Giant’: A Comparative studyAn expression of the desire of divine Mother: ‘Laxmi’s Adventure’ and ‘Nivedita ra Naishavisara”The Letter of the Last Spring’ and ‘Laxmi’s Adventure’: two divine daughters ‘Groom for Sita’ and ‘Laxmi’s Adventure”Sarvabhuteshu’ and ‘Laxmi’s Adventure’Raibabu in ‘Teeth’ and the priest in ‘Laxmi’s Adventure’ The voice of compassion in ‘Laxmi’s Adventure’ The Mysterious Secret of Child Psychology: ‘Laxmi’s Adventure’The Experience of Laxmi The best story of Manoj Das Two Glorious Forms of Divine MotherBackground

    200.00
    Add to cart
  • Manoj Kumar Panda Galpa Samagra

    Manoj Kumar Panda Galpa Samagra

    ଉଭୟ ଆଙ୍ଗିକ ଓ ଆମ୍]ôିକ କ୍ଷେତ୍ରରେ ଉତ୍ତର ଅଶୀ ଓଡ଼ିଆ ଗଳ୍ପ ବିବିଧତାର ଏକ ସନ୍ଧିକ୍ଷଣ । ଗାଳ୍ପିକ ମନୋଜ କୁମାର ପଂଡ଼ା ଏହି ସନ୍ଧିକ୍ଷଣର ଜଣେ ପ୍ରତିଶୃତିବଦ୍ଧ ଗଳ୍ପକାର । ଏ ସମୟରେ ଆଙ୍ଗିକ କ୍ଷେତ୍ରରେ ପରିକ୍ଷା-ନିରୀକ୍ଷା କରୁଥିବା ଗାଳ୍ପିକମାନଙ୍କ ମଧ୍ୟରେ ସେ ଜଣେ ନୂତନ ଟ୍ରେଣ୍ଡ୍ ସେଟର୍ । ଶୈଳୀ ହିଁ ତାଙ୍କୁ ଆଣିଦେଇଛି ଉଭୟ ପ୍ରସିଦ୍ଧି ଓ ସମ୍ମାନ । ଜାତୀୟ ତଥା ଆନ୍ତର୍ଜାତୀୟ ଗଳ୍ପ ସହ ଓଡ଼ିଆ ଗଳ୍ପକୁ ସମକକ୍ଷ କରିବାର ମନୋବୃତ୍ତି ରଖିଥିବାର ଗାଳ୍ପିକଟିଏ ଶ୍ରୀ ପଂଡା । ସ୍ୱାଧୀନ ଚିନ୍ତା ସହ ବେବାକ୍ ଉପସ୍ଥାପନା ତାଙ୍କ ବୈଶିଷ୍ଟ୍ୟ । ସେ ଦୃଷ୍ଟିରୁ ୧୯୮୦ ପରବର୍ତ୍ତୀ ଓଡ଼ିଆ ଗଳ୍ପର ସ୍ୱରୂପ ତଥା ପ୍ରସାରତାକୁ ଅବବୋଧ କରିବାକୁ ହେଲେ ତାଙ୍କ ଗଳ୍ପସମୂହ ନିତାନ୍ତ ପଠନୀୟ । ଶେଷରେ ଏତିକି କୁହାଯାଇପାରେ ତୁଳନାମ୍]ôକ ଦୃଷ୍ଟିକୋଣରୁ ବିଚାର କଲେ ଗାଳ୍ପିକଙ୍କ ଶୈଳୀ କ୍ଷେତ୍ରୀୟ ନିମ୍ନୋକ୍ତ କେତେକ ସ୍ୱାତନ୍ତ୍ର]୍ୟ ପାଠକ ଖୋଜି ପାଇପାରିବ, ଯାହା ସମକାଳର ଅନ୍ୟାନ୍ୟ ଗାଳ୍ପିକଙ୍କଠାରୁ ତାଙ୍କୁ ସ୍ୱତନ୍ତ୍ର କରି ଚିହ୍ନାଏ । ଯଥା-

    ୧- ଶବ୍ଦ ଚୟନ ଓ ରୋପଣରେ ଅଭିନବତ୍ୱ ।

    ୨- କବିତା ସୁଲଭ ଆଙ୍ଗିକ ଗ୍ରହଣ ।

    ୩- ବାକ୍ୟରେ ଲୟ ସୃଷ୍ଟି ।

    ୪- ବିଶେଷ୍ୟ ଓ ବିଶେଷଣ ମଧ୍ୟରେ ବୈପରୀତ୍ୟ ଭାବ ।

    ୫- ବାକ୍ୟଗଠନଗତ ଜଟିଳତା ।

    ୬- ସମ୍ମୁଖୀକରଣ ଅନ୍ତର୍ଗତ ଉପଦାନଗୁଡ଼ିକର ସଠିକ ପ୍ରୟୋଗ ।

    ୭- ଗଳ୍ପର ପ୍ରାରମ୍ଭ ଓ ପରିସମାପ୍ତିରେ ବିବିଧତା ।

    ୮- ସଂସ୍କୃତ ଓ ଆଂଚଳିକ ଶବ୍ଦାବଳୀର ବର୍ଣ୍ଣାଢ଼୍ୟ ପ୍ରୟୋଗ ।

    500.00
    Add to cart
  • Mastrani

    Mastrani

    କବିତା ପୁସ୍ତକ ‘ମାଷ୍ଟ୍ରାଣୀ’ର ମାନସକନ୍ୟା ଚିତ୍ରଲେଖା କେବଳ ଗୋଟିଏ ମାଷ୍ଟ୍ରାଣୀର ଜୀବନ କାହାଣୀ ନୁହେଁ। ନିଜ ସ୍ୱପ୍ନକୁ ଜଳାଞ୍ଜଳି ଦେଇ ଶତ ଶତ ମଣିଷ ତିଆରୁଥିବା ସମସ୍ତ ମାଷ୍ଟ୍ରାଣୀଙ୍କର ପ୍ରତୀକାତ୍ମକ ସଂଳାପ। ନିଜକୁ ଜାଳି ଜାଳି ଅନ୍ୟକୁ ଆଲୋକ ବାଣ୍ଟୁଥିବା ପ୍ରତ୍ୟେକ ମାଷ୍ଟ୍ରାଣୀଙ୍କର ଅକୁହା ଜୀବନ-ଗାଥା। ସକଳ ଥଟ୍ଟା ପରିହାସର ବନ୍ଧନୀରୁ ମୁକୁଳିଆସି ସଫଳତାର ଶିଖର ଛୁଇଁଥିବା ମାଷ୍ଟ୍ରାଣୀର ଅଙ୍ଗେ ନିଭାଇବା କଥା। ମା’ଟିଏ ପିଲାର ସବୁ ଅଳିଅଝଟ ସହେ, କାରଣ ସେ ମା’। ନିଜର କିଛି ରକ୍ତ ସମ୍ପର୍କ ନ ଥାଇ ବି ଯିଏ ପିଲାଙ୍କ ଭିତରେ ନିଜକୁ ଖୋଜେ, ସେ ମାଷ୍ଟ୍ରାଣୀ। ପିଲାର ପାଠପଢ଼ିବା ହୁଏତ ଦିନେ ସରିଯାଏ। କିନ୍ତୁ, ମାଷ୍ଟ୍ରାଣୀର ପଢ଼େଇବା ଚାଲିଥାଏ ସାରା ଜୀବନ। ଅନନ୍ତ ଆକାଶ ପରି ଏ ଜୀବନ ଯେମିତି କେବେ ଶିଖାଇବାରେ କାର୍ପଣ୍ୟ କରେନି, ସେମିତି ଅନବରତ ଶିଖାଇ ଚାଲିଥାଏ ମାଷ୍ଟ୍ରାଣୀ। ମମତାମୟୀ ମାଟି ପରି ମାଷ୍ଟ୍ରାଣୀର ଶିକ୍ଷାଦାନ। ଅସରନ୍ତି ତାର ଜୀବନ-ପୃଷ୍ଠା, କାରଣ ମାଷ୍ଟ୍ରାଣୀର ଜୀବନ ହିଁ ତାର ସର୍ବଶ୍ରେଷ୍ଠ ବାର୍ତ୍ତା। ବାଲ୍ୟବିବାହ ଓ ତତ୍]ପଶ୍ଚାତ ଅକାରଣ ବୈଧବ୍ୟର ଅକଥନୀୟ ଯନ୍ତ୍ରଣା ସହ୍ୟ କରି ନିରୁତା ଶିକ୍ଷକତାକୁ ଆଦରି ନେଇଥିବା ଏକ ମାଷ୍ଟ୍ରାଣୀର ସ୍ୱପ୍ନ ଓ ସଂଘର୍ଷକୁ ନେଇ ଲିଖିତ କବିତା ପୁସ୍ତକ ‘ମାଷ୍ଟ୍ରାଣୀ’ ପାଠକୀୟ ଆଦୃତି ଲାଭ କରିବ ଆଶା ଓ ବିଶ୍ୱାସ।

    170.00
    Add to cart
  • Mathematics of Failure

    Mathematics of Failure

    Mathematics of Failures is a candid reflection on his creative journey, sharing the experiences, setbacks, and lessons that shaped his path.

    600.00
    Add to cart
  • Mati

    Mati

    ବାଇ ପୃଷ୍ଟି ହେଉ ଅବା ମାଳିଅପା, ହରିମାମୁ, ନନ୍ଦିଆ, ଶିରିଆ, ମଧୁଆ, ଭୋଳା, ଦେବୁ ଅବା ଗୋବିନ୍ଦ ଭାରିଯା; ଏଇମାନେ ତ ସବୁ ଆପଣଙ୍କର ଚିହ୍ନା ମଣିଷ, ଆଖପାଖର ଆପଣାର ଲୋକ ଯାହାର ସୁଖଦୁଃଖ, ହସକାନ୍ଦ ଆଉ ଜୀବନ ସଂଗ୍ରାମର ଦୃଷ୍ଟ ଅଦୃଷ୍ଟ ଧାରା ଆପଣଙ୍କ ଜୀବନକୁ ପରିପୁଷ୍ଟ କରିଛି ପାଠକେ!! “ମାଟି’ର ପରିବର୍ଦ୍ଧିତ ସଙ୍କଳନ କେବଳ ମାଟିର କଥା, ସେଇମାନଙ୍କ କଥା, ଆଉ ଆପଣଙ୍କର କେତୋଟି ନିଜକଥା, ଯାହାକୁ ନିଜ ଛାତିର ଦୁଆତରେ କଲମ ବୁଡ଼େଇ ଲେଖିବାର ପ୍ରୟାସ ମାତ୍ର କରିଛନ୍ତି ଲେଖକ ।

    200.00
    Add to cart
  • Mati Mukti

    Mati Mukti

    ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କୁଜଙ୍ଗ- ପାରାଦ୍ୱୀପ ସଂଲଗ୍ନ ବଙ୍ଗୋପସାଗର ଉପକୂଳ ଢିଙ୍କିଆ ଚାରିଦେଶ (ଢିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ପଂଚାୟତକୁ କୁହାଯାଏ)ରେ ଲୁହା କାରଖାନା ନିର୍ମାଣ କରିବାକୁ ଦୁଇ ହଜାର ପାଂଚ ମସିହା ଜୁନ୍ ମାସ ବାଇଶି ତାରିଖରେ ଦକ୍ଷିଣ କୋରିଆର ପୋହାଙ୍ଗ ଷ୍ଟିଲ କମ୍ପାନୀ(ପୋସ୍କୋ) ଓଡ଼ିଶା ସରକାରଙ୍କ ସହିତ ଚୁକ୍ତି ସ୍ୱାକ୍ଷରିତ କରିବା ପରେ ସେଠାକାର ଗ୍ରାମବାସୀ ଭିଟାମାଟି ଛାଡ଼ିବାକୁ ରାଜି ହେଲେ ନାହିଁ । ପୋସ୍କୋ ପାଇଁ ଜିଲ୍ଲା ପ୍ରଶାସନ ଜମି ଅଧିଗ୍ରହଣ କରିବାକୁ ପୋଲିସ୍ ବଳ ପ୍ରୟୋଗ କରିବାରୁ ଗ୍ରାମବାସୀମାନେ ପାଲଟା ଜବାବ ଦେଇ ସଶସ୍ତ୍ର ଲଢ଼େଇ ଲଢ଼ିଥିଲେ । ଗ୍ରାମବାସୀ-ପୋଲିସ ରକ୍ତାକ୍ତ ସଂଘର୍ଷରେ ପାଂଚ ଜଣଙ୍କ ମୁଣ୍ଡ ଗଡ଼଼ିଛି । ଶତାଧିକ ମହିଳା ଓ ପୁରୁଷ ଗ୍ରାମବାସୀ ପୋଲିସ ମାଡ଼ରେ ଗୁରୁତର ହୋଇଛନ୍ତି । ଅନେକ ଗ୍ରାମବାସୀ ପଙ୍ଗୁ ଜୀବନ ବିତେଇଛନ୍ତି । କାହାର ହାତ ପାପୁଲି ନାହିଁ ତ କାହା ଶରୀରରୁ ଗୁଳି ବାହାରି ନଥିଲା । ଅନେକ ଲୋକ ଭୟରେ ଗାଁ ଛାଡ଼ିଲେ । ଅଂଚଳର ପାଠଶାଳା ବନ୍ଦ ହୋଇଗଲା । ଶିଶୁ ଓ ଛାତ୍ରୀଛାତ୍ର ଆନ୍ଦୋଳନର ଅଗ୍ରଭାଗରେ ପୋଲିସ ବନ୍ଧୁକ ଆଗରେ ଠିଆ ହେଲେ । ମହିଳାମାନେ ହାଣ୍ଡିଶାଳ ଛାଡ଼ି ଠେଙ୍ଗା ଧରି ରାଜରାସ୍ତାକୁ ଆସିଲେ । ପୁରୁଷମାନେ ମାରଣାସ୍ତ୍ର, ହାତହତିଆର ଧରି ପୋଲିସ ସହ ମୁହାଁମୁହିଁ ହେଲେ । ଗ୍ରାମବାସୀମାନେ ବନ୍ଧାହେଲେ ଓ ଜେଲ୍ ଗଲେ । ଗାଁ ବାହାରକୁ ଯାଇନପାରି ଗ୍ରାମବାସୀମାନେ ନଜରବନ୍ଦୀରେ ରହିଲେ ଓ ଢିଙ୍କିଆ ଚାରିଦେଶ ପୋଲିସ୍ ଘେରାବନ୍ଦୀରେ ରହିଲା ।

    ଏହି ବାରବର୍ଷ ଆନ୍ଦୋଳନର ଛାତିଥରା ଘଟଣାକ୍ରମକୁ ଏକ ସତମିଛର ସତ୍ୟପାଠ ଭାବରେ ଏହି ବହିରେ ସ୍ଥାନିତ । କାହାଣୀର ନାୟକ ନାୟିକା କାଳ୍ପନିକ, ହେଲେ ଆନ୍ଦୋଳନର ଘଟଣାକ୍ରମ ନିଚ୍ଛକ ସତ ।

    290.00
    Add to cart
  • Matira Manisha
  • Matira Manisha

    Matira Manisha

    Eminent novelist Kalindi Charan Panigrahi’s magnum opus Matira Manisha reflects human relationships using a wide range of themes, including Gandhian and Marxist ideologies, postwar social conditions, agrarian culture, rustic life, and traditional family values. This is considered a classic novel in Odia language.

    150.00
    Add to cart
  • Maya Bagicha

    Maya Bagicha

    Maya Bagicha is a collection of short stories by Odia short story writer Manoj Kumar Panda. This book has received 2015 Sarala Award given by IMFA Trust. An award-winning short fiction writer, Manoj Kumar Panda has three published collections of short fictions, Hada Bagicha (1992), Varna Bagicha (2003) and Maya Bagicha (2010). He has also translated two plays, All My Sons by Arthur Miller (2017) and Cross Purpose by Albert Camus (2019) in Odia. His works have been translated in English as The Bone Garden and Other Stories (Rupantar, 2009) and One Thousand Days In A Refrigerator (Speaking Tiger, 2016). He has also scripted a collection of literary essays ‘Sabda Sasya’ (Events publication, 2017). On his short fictions, two books of critical appreciation have been published, ‘Sabda Sanketa O Sunyasthana’ (Pakshighara, 2012) Edited by Dr Santosh Kumar Rath, and ‘Sabda Bagicha’ (Athena Books, 2018) by Biswanath Sahu. He has received many literary accolades including prestigious Sarala Award in 2015 for “Maya Bagicha”.

    180.00
    Add to cart
  • Mayagherare Kalidas

    Mayagherare Kalidas

    Mayagherare Kalidas (Kalidas in the Encircling Net of Maya), first published in 2002, happens to be the fourth anthology of Odia poems by Bhagaban Jayasingh, one of the most outstanding poets of our time now. This long poem, rather a sequence of 33 poems, has been built upon the fundamental Hindu concept of ‘maya’ (Sanskrit: illusion), and our attachment to the things which are illusory in nature. Kalidas, the persona is that of a fallible ‘everyman’ who has a subjective misperception of the world as ultimately real. These poems have depicted Kalidas’s experience of unreality through his attachment to life, love, pleasure and sex notwithstanding his response to human suffering, despair and death which he thinks are real. Jayasingh happens to be the first Odia and Indian poet to dwell upon maya as the persistent and dominant theme of poetry.

    130.00
    Add to cart