-
Rabindranath O Gangadhara
₹200.00This is a collection of seventeen literary essays comparing Gurudev Rabindranath Tagore and Swabhabakabi Gangadhara Meher. Author is the great grandson of Gangadhara Meher. Book is useful for common readers as well as literature students and researchers.
-
Raghu Arakshita
₹350.00କ୍ଷୁଦ୍ରର ପୁଣି ବକ୍ତବ୍ୟ କ’ଣ? ତଥାପି ଯେଉଁମାନଙ୍କର କୃପାକଣା ଲାଭ କରି ଏହି କ୍ଷୁଦ୍ର ଶକ୍ତି ଆଜି ପର୍ଯ୍ୟନ୍ତ ତାର ଅସ୍ତିତ୍ୱର ପରିଚୟ ପ୍ରଦାନରେ କୃତାର୍ଥ ହୋଇଅଛି ସେମାନଙ୍କ ନିକଟରେ ତାହାର ହୃଦୟର କୃତଜ୍ଞତା ଜ୍ଞାପନ କର୍ତ୍ତବ୍ୟ – ସେଥିପାଇଁ ଏଥିର ସୂଚନା।
ମା ଆନନ୍ଦମୟୀଙ୍କର ଅପାର କରୁଣାବଳରେ ଏହି “ରଘୁ ଅରକ୍ଷିତ” ଉପନ୍ୟାସ ଖଣ୍ଡିକ ମୋର ଦେଶବାସୀଙ୍କ ହସ୍ତରେ ଅର୍ପଣ କରିବାକୁ ସକ୍ଷମ ହୋଇଅଛି। କ୍ଷୁଦ୍ର ଶକ୍ତି ଏବଂ ସ୍ୱଳ୍ପଶିକ୍ଷା ଦ୍ୱାରା ମାତୃଭାଷା ସାହାଯ୍ୟରେ ଦେଶ ଓ ଦଶର ଯତ୍]କିଞ୍ôଚତ୍ ହିତ ସାଧନ ମୋର ଜୀବନର ବ୍ରତ- ଏଥିରେ ଜୟ ପରାଜୟ, ସଫଳତା ବିଫଳତା, ବିଶ୍ୱପିତାଙ୍କ ହସ୍ତରେ।
ରଘୁ ଅରକ୍ଷିତ ଆଜକୁ ପ୍ରାୟ ତିନିବର୍ଷ ହେବ ପାଣ୍ଡୁଲିପି ଆକାରରେ ପଡ଼ି ରହିଥିଲା। ମୋର କତିପୟ ସାହିତ୍ୟିକ ସୁହୃଦ୍ ଓ ସମ୍ପାଦକମାନଙ୍କର ଉତ୍ସାହ ଦ୍ୱାରା ଆଶାନ୍ୱିତା ହୋଇ ପ୍ରକାଶ କରିବାକୁ ସାହସୀ ହେଲି। ଏହା ଉତ୍କଳ ନାରୀପ୍ରଣୀତ ପ୍ରଥମ ଉପନ୍ୟାସ କହିଲେ ଅତ୍ୟୁକ୍ତି ହେବନାହିଁ। ଏଥିରେ ବହୁ ଭ୍ରମ ପ୍ରମାଦ ଥିବା ସମ୍ଭବପର। ତଥାପି ଦେବପୂଜାରେ ଦୂବ ବରକୋଳି ପତ୍ରପରି ଏହା ଦେଶବାସୀଙ୍କର ଶ୍ରଦ୍ଧାପୂତ ହସ୍ତରେ ବିନୀତଭାବରେ ଅର୍ପଣ କରୁଅଛି। ଭରସା, ପାଠକପାଠିକା ଦୟା, ବହି ତ୍ରୁଟି ମାର୍ଜନା ଓ ଗୁଣଗ୍ରହଣ କରି ଏଥିପ୍ରତି ସହାନୁଭୂତି ପ୍ରଦର୍ଶନ କଲେ ସମୁଦାୟ ଶ୍ରମ ସାର୍ଥକ ଜ୍ଞାନ କରିବି। କିମଧିକମିତି।
— ବିନୀତା. ପ୍ରଣେତ୍ରୀ, କଟକ, ଅଗଷ୍ଟ ୧୯୨୬ ମସିହା।
-
Rainbow of Clouds
₹275.00Poetry always serves the twin purpose of offering entertainment through aesthetic delight, blissful emotional portrayal and at the same time emitting the glow of enlightenment, intellectual discourse, moral, cultural concerns focusing on socio-political issues.
This Poetry Collection “The Rainbow of Clouds” contains the poems reflecting the desire to understand the fragments of human experience that embody the love, loss, emotion, passion, aberration, feeling, sentiment, faith, doubt, time, transition, hope, anxiety, agony, anguish and many more.
The poems in this Poetry Collection do not claim to resolve life’s dilemmas but listen to them intently and depict the intangible elements such as fleeting emotion, sudden illumination, spiritual bliss, resilience that help wriggle out of the whirlpool of crisis and return to the mainstream.
-
RAIRANGPUR TO RAISINA HILL: The Life and Legacy of Her Excellency Droupadi Murmu
₹450.00The journey from Rairangpur to Raisina was far from easy. She was born into a tribal family in Uparabeda of Kusumi Block, a secluded village near Rairangpur, in Mayurbhanj, the
largest district of Odisha. Few could have imagined that this girl would one day reach Raisina Hill and reside in the President’s House in New Delhi. She herself never foresaw it, nor did the parents who brought her into the world, nor even the primary school teacher who taught her first alphabet. Who among her family, her village, her district, or her state could have known that this forest-garlanded girl would grow beyond being merely the fragrance of Similipal? One day, she would rise beyond her state, occupy the highest seat of the nation, and leave her mark on the world. It sounds like a dream, almost a fairy tale, but it is true.
The highly esteemed Droupadi Murmu has dedicated herself to a spiritual path, patiently accepting the injustices of a cruel destiny and continuing to move forward with resilience. She has understood that life is a balance of gain and loss, and that it must be accepted with grace. Saluting her inspiring life journey, I hope that her biography will motivate and empower
countless women. —-Kabita Barik
-
Rajanikanta Galpamanasa: Bikshya O Bimarsha
₹410.00ଗାଳ୍ପିକ ରଜନୀକାନ୍ତ ମହାନ୍ତିଙ୍କ ଗଳ୍ପ ଜଗତକୁ ନେଇ ଏହି “ରଜନୀକାନ୍ତ ଗଳ୍ପମାନସ ବୀକ୍ଷା ଓ ବିମର୍ଶ” ସମୀକ୍ଷା ଗ୍ରନ୍ଥରେ ଶାନ୍ତନୁଙ୍କ ଗବେଷଣାତ୍ମକ ଅନ୍ତର୍ଦୃଷ୍ଟି ପ୍ରକାଶିତ । ଭାବବସ୍ତୁଭିତ୍ତିକ ଓ ଶୈଳୀତାତ୍ତ୍ୱିକ ଦୃଷ୍ଟିରୁ ପର୍ଯ୍ୟାଲୋଚିତ ଏହି ଗବେଷଣାତ୍ମକ ପୁସ୍ତକ ପାଠକ ତଥା ଗବେଷକମାନଙ୍କ ପ୍ରିୟଭାଜନ ହୋଇପାରିବ ନିଶ୍ଚୟ ।
-
Ramesh Panigrahi: Eka Akalana
₹360.00ନାଟ୍ୟକାର ପାଣିଗ୍ରାହୀଙ୍କର ନାଟ୍ୟରୀତିକୁ ସାମଗ୍ରିକ ଭାବରେ ଅନୁସରଣ କରି ତାଙ୍କ ନାଟ୍ୟ କଳାର ମହତ୍ତ୍ୱ ପ୍ରତିପାଦନ କରିବା ହେଉଛି ଗବେଷଣାର ଉଦ୍ଦେଶ୍ୟ । ଆଲୋଚନାର ସୁବିଧା ଅନୁଯାୟୀ ନିବନ୍ଧଟିକୁ ୫ଟି ପରିଚ୍ଛେଦର ବିଭକ୍ତ କରାଯାଇଛି । – ପ୍ରଥମ ଅଧ୍ୟାୟରେ ସ୍ୱାଧୀନତା ପରବର୍ତ୍ତୀ ନୂତନ ନାଟଧାରା ସମ୍ପର୍କରେ ଆଲୋଚନା କରାଯାଇଛି । ସ୍ୱାଧୀନତା ପରବର୍ତ୍ତୀ ସମୟର ନାଟକରେ କେବଳ ମଞ୍ଚସଜ୍ଜାରେ ପରିବର୍ତ୍ତନ ଆସିନାହିଁ ନାଟକର ଭାବକଳ୍ପ ଓ ଆଙ୍ଗିକର ମଧ୍ୟ ବହୁ ପରିବର୍ତ୍ତନ ଆସିଛି । ସେହି ପରିବର୍ତ୍ତନର ସୂଚନା ଏହା ମାଧ୍ୟମରେ ଦିଆଯାଇଛି ।
-ଦ୍ୱିତୀୟ ଅଧ୍ୟାୟରେ ରମେଶ ପାଣିଗ୍ରାହୀଙ୍କର ଜୀବନୀ ଓ ପ୍ରତିଭା ସମ୍ପର୍କରେ ଆଲୋଚନା କରିବା ସମୟରେ ପାଣିଗ୍ରାହୀଙ୍କ ଜୀବନୀ, ନାଟ୍ୟକାରିତାର ଉନ୍ମେଷ କାଳ ଓ ବୃତ୍ତିଗତ ଜୀବନ ସଂପର୍କରେ ଆଲୋଚନା କରାଯାଇଛି ।
-ତୃତୀୟ ଅଧ୍ୟାୟରେ ରମେଶ ପାଣିଗ୍ରାହୀଙ୍କ ନାଟକ ସମ୍ଭାରର ସବିଶେଷ ଆଲୋଚନା କରାଯାଇଛି । ଯେପରି ତାଙ୍କ ନାଟକାବଳୀର କାଳାନୁକ୍ରମିକ ଆଲୋଚନା, ନାଟ୍ୟ ବକ୍ତବ୍ୟରେ ନୂତନତାର ସଞ୍ଚାର, ପ୍ରୟୋଗ ଓ ପରୀକ୍ଷାଧର୍ମୀ ଦୃଷ୍ଟିକୋଣ, ଅଙ୍ଗୀକାରବଦ୍ଧତା, ବିଦ୍ରୋହ ଓ ପ୍ରତିବାଦର ସ୍ୱର ପ୍ରଭୃତିକୁ ବିଶ୍ଳେଷଣର ଅନ୍ତର୍ଭୁକ୍ତ କରାଯାଇଛି ।
– ଚତୁର୍ଥ ଅଧ୍ୟାୟରେ ଯାତ୍ରା ସାହିତ୍ୟରେ ରମେଶ ପାଣିଗ୍ରାହୀ କିପରି ସଫଳ ଯାତ୍ରାକାର ତାହା ପ୍ରତିପାଦନ କରାଯାଇଛି ।
– ଏକାଙ୍କିକାର ସ୍ରଷ୍ଟା ଭାବରେ ରମେଶ ପାଣିଗ୍ରାହୀ କିପରି ଏହା ପଞ୍ଚମ ଅଧ୍ୟାୟରେ ବର୍ଣ୍ଣିତ । ଏହି ପର୍ଯ୍ୟାୟରେ ଏକାଙ୍କିକା ସମ୍ଭାରର ଆଲୋଚନା କରିବା ସହିତ ଶୈଳୀ ଓ ବକ୍ତବ୍ୟରେ କିପରି ସେ ପରୀକ୍ଷା ନିରୀକ୍ଷା କରିଛନ୍ତି ସେ ବିଷୟରେ ଆଲୋଚନା କରାଯାଇଛି ।
-ଶେଷକୁ ଉପସଂହାରରେ ନାଟ୍ୟକାର ପାଣିଗ୍ରାହୀଙ୍କର ନାଟକ ଯାତ୍ରା, ଏକାଙ୍କିକା ସମ୍ପର୍କରେ ଯାହାସବୁ ବିଶଦ ସମୀକ୍ଷା କରାଯାଇଛି ତାହାର ନିର୍ଯ୍ୟାସ ଗୁଡ଼ିକୁ ଉପସ୍ଥାପନ କରି ତାଙ୍କ ନାଟ୍ୟ ବକ୍ତବ୍ୟ ମଧ୍ୟରେ ଅନ୍ତର୍ନିହିତ ଥିବା ଜୀବନ ଦର୍ଶନ ସମ୍ପର୍କରେ ଆଲୋଚନା କରାଯାଇଛି ।
-
Rati Jagualira Daka
₹160.00In the preface of the book the poet says, “ହଁ ରାତି ଅସ୍ଥିର କରେ ମୋତେ ଅନିଶ୍ଚିତତା ପାଇଁ । ରାତି ଅଣନିଃଶ୍ୱାସୀ କରେ ଆଶଙ୍କା ଗୁଡ଼ିକ ପାଇଁ । ଏତେବେଳେ ଲାଗେ ରାତି କହିଲେ କେବଳ ଅନ୍ଧାର ଓ ଅନ୍ଧାରକୁ ଅନ୍ଧାର ଛଡ଼ା ଅନ୍ୟ କେଉଁ ନାଆଁ ଦେଇ ହେବନି । କବି ରାଜେନ୍ଦ୍ର କିଶୋର ପଣ୍ଡା କିନ୍ତୁ କହନ୍ତି– “ଅନ୍ଧାର କଣ ଯେ.. ନିଡହକ କଳା ଆଲୁଅ/ଯେଉଁଠି ନିଜ ପର ବଡ଼ ସାନ /ପାତର ଅନ୍ତର ନାହିଁ ।’ ଏଇଠି ରାତିର ଉଦାରତା ପୁଣି ଥରେ ଆଦର ପାଏ ।ସମସ୍ତ ଅସାମର୍ଥ୍ୟ, କ୍ଷୋଭ, ପାପବୋଧ,ଅପୂର୍ଣତାର କଷ୍ଟ, ସମସ୍ତ ଉଚ୍ଚାରିତ, ଅନୁଚ୍ଚାରିତ ଶବ୍ଦ ଓ ଖଣ୍ଡିତ କବିତା, ସବୁକିଛି ଅର୍ଥପୂର୍ଣ୍ଣ ମନେହୁଏ ରାତିର ଆଖିରେ ।ଦୁଃଖରୁ ପଳାୟନ କରିବାକୁ ପଡେ ନାହିଁ । ରାତି ସହଚର ହୋଇ ଦୁଃଖମାନଙ୍କ ପାଖେ ପାଖେ ଚାଲେ । ଦୁଃଖକୁ ସୁଖପରି ଭୋଗିବାର ଉପାୟ ବତାଏ । ମୁଁ ଆଉ ପ୍ରାର୍ଥନା କରେନା ‘ତମସୋ ମା ଜ୍ୟୋତିର୍ଗମୟ’ । ଏଇ ତମସା ତ କବିତାକୁ କବିତ୍ୱ ଦେବାର ସର୍ବୋତ୍କୃଷ୍ଟ ପଥ । ଜୀବନକୁ ଉପଲବ୍ଧି କରିବାର ବିଶ୍ୱସନୀୟ ମାଧ୍ୟମ । ମୁଁ କ୍ରମଶଃ ବୁଝିଯାଏ ରାତି ସତରେ ଅନେକ ନିଃଶ୍ୱାସ ପ୍ରଶ୍ୱାସର ସମଷ୍ଟି, ଆକାଶ ଓ ପୃଥିବୀର ମେଳଣ ଭୂମି ।
ରାତିର ନାନାବିଧ ରୂପ ଓ ଭାବରେ ଅନେକ ପ୍ରକାରେ ପ୍ରଭାବିତ ହୋଇଛି ମୋର ଲେଖନୀ । ଏବଂ ମୋର ଅଧିକାଂଶ କବିତାର ଭୂମିଷ୍ଠ ହେବାର ସମୟ ବି ରାତିର ମଧ୍ୟ ପ୍ରହର । ମୋତେ ଲାଗେ ରାତିରେ ହିଁ ମୁଁ ଜନ୍ମନିଏ ଓ ରାତିରେ ମରେ ।ଦିନବେଳ ତ ସଂସାର ପାଇଁ ଅଭିନୟର ବେଳ ।
ମୋର ଏଇ ଚତୁର୍ଥ କବିତା ସଙ୍କଳନର ନାମ “ରାତି ଜଗୁଆଳିର ଡାକ’ ।ସେ ଜଣକ ରାତିକୁ ଜଗେ ନା ଅନ୍ଧାରକୁ ମୁଁ ଜାଣେନାହିଁ । ସେ ଜଣକ କିଏ ମୁଁ ଚିହ୍ନିନାହିଁ।।ତାର ବେଶଭୂଷା କେମିତି ମୁଁ ଦେଖିନାହିଁ । କିନ୍ତୁ ତାର ଡାକ ଶୁଭେ ଦୂରରୁ, ପାଖରୁ, ଭିତରୁ ବାହାରୁ । ରାତିକୁ ସତର୍କ କରେ, ରାତିକୁ ଲୋଡ଼େ ସେ । ରାତିକୁ ରାତିର ମର୍ଯ୍ୟାଦା ଓ ଗାମ୍ଭୀର୍ଯ୍ୟ ଦିଏ ତାର ଡାକ । ଜୀବନ ବି ରାତିଭଳି ସକଳ ବିଡମ୍ବନା ସତ୍ତ୍ୱେ ଜୀବନ ଭଳି ହିଁ ବାସେ, ଆଶ୍ୱସ୍ତ ହୁଏ ରାତି ଜଗୁଆଳିର ଡାକରେ ।
ଆଶା କରୁଛି ଆଦର ମିଳିବ “ରାତି ଜଗୁଆଳିର ଡାକ’କୁ ।”
-
Rati Pahile Sakala
₹280.00ବ୍ୟକ୍ତି ଓ ଘଟଣାର ସମାହାର
ଏହି ପୁସ୍ତକରେ ସ୍ଥାନିତ ଲେଖାଗୁଡ଼ିକ ବିଭିନ୍ନ ପ୍ରକାରର ଓ ବିଭିନ୍ନ ପ୍ରସଙ୍ଗକୁ ନେଇ। ସଙ୍କଳନରେ ସାମ୍ବାଦିକତା ସମ୍ପର୍କିତ ଲେଖା ଅଛି। ସାହିତ୍ୟ ଲେଖା ଅଛି। ଶ୍ରଦ୍ଧାଞ୍ଜଳି ଅଛି। ଶିଳ୍ପ, ବ୍ୟବସାୟ, ବୈଷୟିକ ବିଜ୍ଞାନ, ତାତ୍କାଳିକ ଘଟଣା, ଶିକ୍ଷା,ସ୍ବାସ୍ଥ୍ୟ, ଆନ୍ତର୍ଜାତିକ ସ୍ଥିତି, ରାଜନୀତି, ପ୍ରଶାସନ ଓ ଗଣତନ୍ତ୍ର ଏସବୁ ବିଷୟ ଉପରେ ପ୍ରକାଶିତ ଆଲୋଚନା ମଧ୍ୟ ରହିଛି। ମୁକ୍ତ ଓ ଇଛାଧୀନ ପଠନ ପାଇଁ ବିଷୟ ଗୁଡ଼ିକର ବିଭାଗୀକରଣ କରାଯାଇ ନାହିଁ,ବରଂ ଇତଃସ୍ତତଃ ଭାବରେ ସେଗୁଡିକୁ ସଜ୍ଜିତ କରାଯାଇଛି।
-
Re-reading Jayanta Mahapatra: Selected Poems
₹500.00Re-reading Jayanta Mahapatra is a selection of the seminal poems of poet Padmashree Jayanta Mahapatra, meticulously selected by Indian English poet Professor Nandini Sahu, with a long critical introduction by her. The book highlights the quality of tranquility and quietude about his poetry, and celebrates the nostalgic elements of Mahapatra’s poetry. While the book hardly confines him as a ”Romantic’, as he is not prepared to accept the capability of romantic imagination-the book problematizes Mahapatra’s dismissal of the term ‘romantic’ vis-à-vis himself. . Nandini argues, his poetry reveals a self that is secluded and withdrawn, but it is romantic to the core. Mahapatra began his poetic career as a poet of love. His earlier poetry tried to capture the multiple facets of love, so as to relate it to the redolent conformation of life. Even if Mahapatra is ‘rueful’ about his beginning as a love poet, yet it is through his love poetry that he could learn how to establish a rapport with the cultural tradition in his later poetry. Nandini venerates his poetry; as a fellow poet herself, she is proud of belonging to the historiography of Indian English poetry that Mahapatra shaped. His poetry has been the poetry of departure into the self, like a Pantheist, where it is unadorned, moving and still, sans pretense and insincere masks.
-
RECONCEPTUALISING THE HUMAN: EXPLORING CRITICAL POSTHUMANISM IN SELECT NOVELS OF A. E. VAN VOGT, DON DELILLO AND OLAF STAPLEDON
₹470.00In 21st-century fiction, digitalization and globalization shatter the once-united front of Humanism. Haraway’s cyborg resonates across narratives that question human ontology under biopolitics, genetic engineering and machine learning. Here, the line between fact and fiction collapses; the proud pillars of instrumentalism, exceptionalism and exclusivism topple. We see instead a human as a porous, hybrid node-constantly fusing, merging, metamorphosing with nonhuman others: cyborgs, interstellar travelers, superhuman intelligences.
Critical Posthumanism does not merely dethrone man from his anthropocentric throne; it redefines him. By deconstructing the self and rewriting the definition of ‘human, ‘ it forces us to stare into the abyss of our own becoming-no longer isolated sovereigns, but ever evolving composites of flesh, metal and code, marching toward futures we can scarcely imagine.
This journey into Critical Posthumanism is not merely an academic pursuit-it is a meditation on the transformation of human existence in an increasingly interconnected, technologically saturated world. By engaging with the thinkers and narratives that shape this discourse, we step into the unknown, where humanity dissolves and reforms in ways we are only beginning to comprehend.
-
Reflections
₹200.00“Life has opened its eyes…But time keeps its secrets behind…”
In her quest to find self, the author tries to perceive the world within and without through her imaginative mind and life experiences. And, sometimes just surrenders herself to the simplicity of life and emptiness to find fulfillment.
-
REFUGEES – The Time Travellers
₹350.00Refugees – THE TIME TRAVELLERS
History remembers them as refugees, but their journey reveals something far more profound. When more than a million Sindhis were torn from their homeland Sindh, they carried with them not just memories, but time itself-past, present, and future held together with remarkable determination.
Refugees – THE TIME TRAVELERS is Susheel Gajwani’s tribute to this extraordinary ability of a displaced people to move through time with grace. Though uprooted, they refused to let time scatter them. Instead, they gathered their past-their culture, language, rituals, humour, enterprise-and carried it forward with care. In the harsh conditions of the Valivade refugee camp in Kolhapur, they learned to shape the present with resilience and discipline, refusing to surrender to despair. And from that fragile present, they dreamed boldly of a future where their identity would not only survive, but shine anew.
The Sindhis became “Time Travellers” because they lived across time simultaneously:
-
- Guardians of the past, preserving heritage against all odds.
- Builders of the present, turning a refugee camp into a community of aspirations.
- Architects of the future, ensuring that generations to come would stand on the foundation of their courage.
This journey-stretching from the heartbreak of exile to the triumph of renaissance-forms the soul of Susheel Gajwani’s narrative. Their story shows that time does not simply happen to us; with resolve, we can shape it. These refugees did not merely endure history-they carried it forward, reimagined it, and transformed it.
Refugees – THE TIME TRAVELLERS is ultimately a testament to the power of human spirit: how a community, once displaced, travelled through time not as victims of circumstance, but as creators of a new destiny. Their past gave them identity, their present demanded strength, and their future was forged by an unbreakable hope.
-