-
Shailaj Rabi Nirbachita Kabita
₹200.00“ନିର୍ବାଚିତ କବିତା’ ସଂକଳନର କବି ସଂସାର ଓ ସନ୍ନ୍ୟାସ ଉଭୟ ଦିଗକୁ ଚାହିଁଥିବା ସଂଶୟୀ ସାଧାରଣ ମଣିଷ, ଯାହା ଭିତରେ କ୍ରୋଧ ଯେତିକି ପ୍ରେମ ବି ସେତିକି। କୋକେଇ ଉପରୁ ସଂସାର ଦର୍ଶନ କରୁଥିବା ସେ ବୈରାଗୀ ମଣିଷ, ପୁଣି ଦାରୁ ଭିତରେ ବ୍ରହ୍ମର ଆସ୍ଥା ରଖୁଥିବା ବିରଳ ବିଶ୍ୱକର୍ମା। ସିଏ ପୁଣି ନିଜକୁ ବାଘ ଖାଇଯିବା ଜରିଆରେ ସତ୍ୟର ପ୍ରତିଷ୍ଠା କରାଇଥିବା ବିଜ୍ଞାନୀ ଗାଈଆଳ କିଶୋର। ସିଏ ଅନାସକ୍ତ ଅନ୍ତରୀପ ପୁଣି ସ୍ପର୍ଶକାତର ଗଧ କାନ୍ଧେଇଥିବା ବାଟୋଇ। ତାଙ୍କ ଭିତରେ ଅନେକ ଅନୁଭବ, ଅନୁରଣନ, ଆଲୋଡ଼ନ। ସେ ଦେବତାର ଘର ଭାଙ୍ଗି ସାଧାରଣ ମଣିଷର ସୁଖସୁବିଧା ଯୋଗାଇଦେବାକୁ ଉଦ୍ୟତ ସର୍ବୋଦୟ କର୍ମୀ, ସାମ୍ୟବାଦୀ ପୁଣି ଲୋକନାଥ ପୋଖରୀର ମେହେନତୀ କୂର୍ମ। ସିଏ କୋଇଲି, ସିଏ କାଳିଦାସ।
-
Shakespeare: Jeebani O Kruti
₹300.00ସଦ୍ୟତମ ଗ୍ରନ୍ଥ ‘ସେକ୍]ସପିଅର ଜୀବନୀ ଓ କୃତି’ ବିଶ୍ୱବିଶ୍ରୁତ ନାଟ୍ୟକାର ସେକ୍]ସପିଅରଙ୍କ ବ୍ୟକ୍ତି ପ୍ରତିକୂଳତା ଭିତରେ ତାଙ୍କ ସ୍ରଷ୍ଟା ମାନସର ଅଦ୍ଭୁତ ଉତ୍ତରଣର ପର୍ଯ୍ୟାଲୋଚନା କରାଯିବା ସଙ୍ଗେ ସଙ୍ଗେ ତାଙ୍କ ରଚିତ ସନେଟ୍ ଏବଂ ନାଟକର ବିଷୟବସ୍ତୁ ସହ ପାଠକଙ୍କୁ ପରିଚିତ କରାଯାଇଛି, ଯାହା ଶ୍ରୀ ରଥଙ୍କର ଏକ ସାହସିକ ସାରସ୍ୱତ ସତ୍]ଉଦ୍ୟମ ।
ଓଡ଼ିଆଭାଷାରେ ସମାଲୋଚନା ସାହିତ୍ୟକ୍ଷେତ୍ରରେ ଏହି ବହିଟି ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ କାରଣ ଓଡ଼ିଆଭାଷା ସାହିତ୍ୟର ଛାତ୍ରଛାତ୍ରୀ ପଥମତଃ ସେକ୍]ସପିଅରଙ୍କ ଜୀବନୀ ଓ କୃତି ବିଷୟରେ ବହୁତ କୌତୁହଳପୂର୍ଣ୍ଣ ତଥା ଉପାଦେୟ ତଥ୍ୟ ଜାଣିବାକୁ ପାଇବେ । ଦ୍ୱିତିୟତଃ, ଏହି ତଥ୍ୟକୁ ଛାତ୍ର ଓ ଗବେଷକମାନେ ତୁଳନାତ୍ମକ ସମାଲୋଚନା ଲିଖନ କ୍ଷେତ୍ରରେ ବ୍ୟବହାର କରି ପାରିବେ ।
-
Shakti Upasana O Baidika Debi Tatwa
₹600.00ଆଲୋଚିତ ପୁସ୍ତକ “ଶକ୍ତି ଉପାସନା ଓ ବୈଦିକ ଦେବୀତତ୍ତ୍ୱ” ହେଉଛି ବିଜ୍ଞ ପାଠକମାନଙ୍କ ନିମନ୍ତେ ମୋର ଷଷ୍ଠ ଉପହାର । ପୂର୍ବ ପାଞ୍ଚଗୋଟି ପୁସ୍ତକ ସୁଧୀ ପାଠକମାନଙ୍କ ଦ୍ୱାରା ବହୁଳ ଆଦୃତି ଲାଭ କରିବା ପରେ ଏହି ଗ୍ରନ୍ଥର ସଂକଳନ ସକାଶେ ମୁଁ ଉତ୍ସାହିତ ହୋଇଥିଲି । ଏଥି ମଧ୍ୟରେ ବିସ୍ତୃତ ଭାବରେ ଉପରୋକ୍ତ ବିଷୟବସ୍ତୁ ଗୁଡ଼ିକ ଆଲୋଚିତ ହେବା ସଂଗେ ସଂଗେ ବେଦ ପୁରାଣରେ ଉଲ୍ଲିଖିତ ଦେବୀତତ୍ତ୍ୱ ଓ ଶାକ୍ତ ଉପାସନା ବିଷୟକ ଗଭୀର ଜ୍ଞାନ ସମୂହର ସନ୍ନିବେଶ କରାଯାଉଛି, ଯାହା ପିଢ଼ି ପରେ ପିଢ଼ି ଆମର ଭାବି ବଂଶଧର ମାନଙ୍କୁ ସଂସ୍କାର ଯୋଗାଇ ଚାଲିବ ।
-
Shantiniketan and Other Poems
₹250.00Places, relationships, nature, domestic experiences: these are the main sources of Manorama Biswal Mohapatra’s poems. The print plight of Shanti Niketan Tagore’s Dream-University saddens and infuriates the poet who admires its founding genious. Its dance has been stilled; devils and dragous have turned that sweet dream into a fierce nightmare. Its cry makes her listless, nostalgic about its glorious past that had initiated her into the art of poetry and music. This unrest soon grows into self-pity, she feels she is a woman in exile trying to climb up a broken ladder. The poet pays rich tribute to her mother who had first planted dreams in her: she never capsizes, never ceases to burn. There is a goddess in every mother, she says. Her decrepit village pains her as much as her house whose love and faith have given way to sadness and gloom. The poems, mostly, have an elegiac tone: yet there are moments too of hope and assurance of survival.
Prof. K. Satchidanandan
Eminent Poet & Professor of Malayalam Language
Ex-Secretary
Central Sahitya Academy
-
Sharasajya
₹200.00ହୃଦୟରୁ ଝରୁଥିବା ରକ୍ତରେ ଲେଖାଯାଇଛି ଶରଶଯ୍ୟା, ଜୀବନ ଯନ୍ତ୍ରଣାର ଭୟଙ୍କର ଅନୁଭବ । ପଢ଼ିଲା ବେଳେ ଆଖିରୁ ଝରିଆସୁଥିବା ଲୁହକୁ ଅଟକାଇ ପାରିଲିନି । ଆଉ ଏ ବହିର ‘ମାଷ୍ଟର ପିସ୍]’ ତ୍ରୟୋଦଶ ଅଧ୍ୟାୟ ‘ଭଗବାନଙ୍କୁ ଗୋଟେ ଖୋଲାଚିଠି’ ମୋ ଅନ୍ତରକୁ ଦୋହଲାଇ ଦେଇଥିଲା । କଷ୍ଟ ଯନ୍ତ୍ରଣା ସମୁଦ୍ରରେ ବୁଡ଼ି ବୁଡ଼ି ଜଣେ ଏତେ ସକାରାତ୍ମକ ଭାବରେ ଭଗବାନଙ୍କୁ ନିଜର କରିବାରେ କାର୍ପଣ୍ୟ କରିନାହାଁନ୍ତି । “ଆପଣ ଏହି ଲୁଚକାଳି ଖେଳ ଛାଡନ୍ତୁ ଏବଂ ମୋ ସାମନାକୁ ଆସନ୍ତୁ । ମୁଁ ମୋ ବାଳ ଧୋଇଦେବି ଏବଂ ସେଗୁଡ଼ିକୁ ଏକାଠି କରି ବାନ୍ଧି ଦେବି । ମୁଁ ମୋର ଅତିପ୍ରିୟ ମୟୁରକଣ୍ଠୀ ନୀଳ ଶାଢ଼ୀରେ ସଜେଇ ହେବି । ଆପଣ ମୋର ଟର୍କିସ୍ କାନଫୁଲ ଏବଂ କଙ୍କଣ ଦେଖି ମୋତେ ଚହ୍ନିପାରିବେ । ମୁଁ ମୋ ବାରଣ୍ଡାରେ ଆପଣଙ୍କ ସହିତ ବସିବି କାଡ଼ାମନ ବାସ୍ନାର କଫି ସହିତ । ମୁଁ କିଛି ବି ପ୍ରଶ୍ନ ପଚାରିବି ନାହିଁ । ଆମେ ଉଭୟେ ଉଭୟଙ୍କର ସୌହାର୍ଦ୍ଦ୍ୟ ଅନୁଭବ କରିବା ମୋ ବାରଣ୍ଡାରେ ଲାଗିଥିବା ଦୋଳି ଉପରେ ବସି । ମୁଁ ଆପଣଙ୍କ କାନ୍ଧ ଉପରେ ମୁଣ୍ଡ ରଖିବି । ମୁଁ ଚାହେଁ ଆପଣ ଆପଣଙ୍କ ରୁମାଲରେ ମୋ ଲୁହ ପୋଛି ଦିଅନ୍ତୁ । ମୁଁ ବହୁତ ଥକି ଯାଇଛି କିନ୍ତୁ ହାରି ଯାଇନି ।”
ପୁସ୍ତକଟିରେ ଅନେକ ସ୍ଥାନରେ ପୁନଃ କଥନ ଓ ଅତିକଥନ ବେଳେବେଳେ ଅପ୍ରୀତିକର ଲାଗିପାରେ କିନ୍ତୁ ଯନ୍ତ୍ରଣାର ଅନୁଭବ, ଆକସିଡେଣ୍ଟାଲ, ଡାକ୍ତରଖାନାର ୧୧ ମାସର କଷ୍ଟ, ୧୬ରୁ ଅଧିକ ଅପରେସନ ବିରଳ ବ୍ୟାକ୍ଟୋରିଆ ଇନ୍]ଫେକ୍ସନ, ଆତ୍ମୀୟ, ପୁଅ, ଝିଅ, ସ୍ୱାମୀ, ସାଙ୍ଗସାଥୀ ମାନଙ୍କର ଭୂମିକା ଡାକ୍ତର ଓ ଥେରାପିଷ୍ଟ ମାନଙ୍କର ସାହାଯ୍ୟ ୧୪ଟି ଅଧ୍ୟାୟରେ ଲିପିବଦ୍ଧ ହୋଇଛି । ଶେଷ ଅଧ୍ୟାୟ ଜୀବନକୁ ଏସବୁ ପରେ ବି ସେ ଅତିମାତ୍ରାରେ ଭଲ ପାଆନ୍ତି ।
ସର୍ବଶେଷ ଉପଲବ୍]ଧି ହେଲା, “ତୁମେ ଯେତେବେଳେ ହସୁଛ, ପୃଥିବୀ ତୁମ ସହିତ ହସେ, କିନ୍ତୁ ତୁମେ ଯେତେବେଳେ କାନ୍ଦୁଛ, ତୁମକୁ ଏକାହିଁ ସବୁ ଯନ୍ତ୍ରଣା ପିଇ କାନ୍ଦିବାକୁ ପଡ଼େ ।”
-
She of the Sky
₹300.00She of the Sky is a lyrical collection of poems by Sankar Narayan Mallick woven with fine threads of sensitivity-moments where silence becomes eloquent and reflection acquires depth. The poems move fluidly from tender addresses to the Muse to meditations on life itself, remembrance that spans across distances, the grace of total surrender, rediscoveries that remake the self and the quiet sustaining strength of human connection. Shifting effortlessly from playful to passionate, from intricate introspection to luminous strands of love, Mallick’s verses invite the reader to a richly textured and deeply absorbing poetic world.
-
Shila Darpana
₹369.00Janhabi Mishra’s second novel “Shila Darpana”. This has received the prestigious Dr. Kunja Bihari Dash award for the best manuscript.
Janhabi Mishra’s second novel “Shila Darpana”. This has received the prestigious Dr. Kunja Bihari Dash award for the best manuscript.
-
Shistachara
₹250.00ଶିଷ୍ଟାଚାର ବା ଆଚରଣ ବିଦ୍ଧି ଭାରତୀୟ ସଂସ୍କୃତିର ମେରୁଦଣ୍ଡ । ସମାଜରେ ବିଭିନ୍ନ ପାରମ୍ପରିକ କାର୍ଯ୍ୟକଳାପରେ କେମିତି ଆଚରଣ କରାଯିବ, ସେ ସମ୍ୱନ୍ଧରେ କିଛିଟା ସାମାଜିକ ନିୟମ ରହିଛି । ସେସବୁ ନିୟମ ଏକ ସୁସ୍ଥ ସମାଜକୁ ପରିକଳ୍ପନା କରି ନିର୍ଦ୍ଧାରଣ କରାଯାଇଛି । ଯଦିଓ, କେତେଗୁଡ଼ଦ୍ଦ଼ିଏ ଆଚରଣ ବିଧି ପୁରୁଷକୈନ୍ଦ୍ରିକ ଓ ପୁରୁଷକୁ ନାରୀ ତୁଳନାରେ ଅଧିକ ସ୍ୱାଧୀନତା ଦେଇ ସ୍ଥିରୀକୃତ, ତେବେ ବର୍ତ୍ତମାନର ସମାଜରେ ସେସବୁ ତାରତମ୍ୟ କିଛି ପରିମାଣରେ ଦୂରୀଭୂତ ହୋଇଛି ।
ଆମ ଓଡ଼଼ିଆ ପରିବାରରେ କେଉଁ ସ୍ଥାନରେ କିଭଳି ଆଚରଣ କରିବା ଉଚିତ, ସେସବୁ ଲିଖିତ ନହେଲେ ବି ଦେଖିଶୁଣି ସମସ୍ତେ ଶିଖିଯାଆନ୍ତି ।
ଆମେରିକା ଭଳି ପାଶ୍ଚାତ୍ୟ ସମାଜରେ ଭାରତୀୟ ଶିଷ୍ଟାଚାର ଏକାଭଳି ପାଳିତ ନହେଲେ ମଧ୍ୟ, କେତେକ ଶିଷ୍ଟାଚାରର ଚଳଣି ଅଛି । ବିଶିଷ୍ଟ ସମୟର ବେଶ, ପୋଷାକ, ଆତିଥେୟତା, କଥାବାର୍ତ୍ତା, ବ୍ୟବସାୟିକ ବେଶଭୂଷା, ଭୋଜନ ଶୈଳୀ, ସ୍ୱାଗତ, ବିଦାୟ ଇତ୍ୟାଦି ସମୟର ଔପଚାରିକତା ସମସ୍ତେ ପାଳନ କରିଥାନ୍ତି । ଏସବୁ ପାଳନ ନକଲେ, ସେମାନଙ୍କୁ ମଧ୍ୟ ତାଙ୍କ ସମାଜରେ ନିନ୍ଦା କରାଯାଏ ।
-
Shoon
₹200.00This book is an experimental work to keep micro fictions and art works together. Every art work in this book tells a story and each story draws an art. Yet, art works and stories in this book are independent of each other.
-
Shredding the Metaphors
₹390.00My writings are my immense creative domain, my superlative agenda.
One is halted and probably further dazed by the political connection my characters create in their demeanour – they are rather connected with the grass root political movements, essentially social and anti-war crusades, anti-militarist and anti-capitalist ideas to rationalize and corroborate the significance of the society, civilization, the country and their application to present-day problems like health, peace, harmony, science, technology, developmental schedules and above all, anti-nuclear politicking. The final and the very fair connection is the moral assembly which more explicitly pervades to study ecological conscience to change both theory and praxis and the exercise of those values. Relationship (read, ‘love’) ethics in my stories is the ecofeminist ethics of attention and apposite reciprocity. The most appropriate construction is the theoretical involving and evolving of my characters, which is also delimited to some kind of environmental ethics. In the stories, the women-nature networks contend with each other, maybe because of time-space complications! The characters of my stories are mostly people around me, or people who I met far and near. When I am curious about someone’s story, am pressed with the urge to talk about it, I pen it down, by imparting my character traits, my femininity into my fictional female protagonists. At the cost of sounding personal, I pour my image, my personality into them. Thus, the narratives sound autobiographical, whereas in most cases it may not be so. A few stories in this collection, like ‘Being God’s Wife’, ‘A Very Different Story’, ‘Alternative Masculinity’, ‘The Juvenile Love Letter’, ‘The Wild Stream’ and ‘The Elusive Orgasm’ have autobiographical elements though.
My stories are intricate as I play around the complex human emotions. – Nandini Sahu
-
Shreekrushna Krushna
₹200.00‘ShreeKrushna Krushna’ is her fiftieth book and third Odia poetry collection of two long poems of which the first one depicts emotionally deep faith, belief, devotion, dedication and miraculous dreams in relation to Lord Shreekrushna, ShreeJagannath and ShreeRam while the second poem elegantly versed the internal feelings of Krushna, also known as Panchali, Draupadi, the main female protagonist of the ancient Indian longest epic ‘Mahabharat’ and her keen brotherly love, affection and respect towards ShreeKrushna, her real protector during her most pivotal moments. This poetry collection expects to touch the hearts of the inquisitive readers.
-
Shri Niladrisha Chautisha
₹200.00ଓଡ଼ିଆ ସାହିତ୍ୟ ଜଗତରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବିଶେଷ ଗୌରବର ଅଧିକାରୀ । କବି ସମ୍ରାଟଙ୍କର ଶେଷ ରଚନା ହେଉଛି ‘ଶ୍ରୀନୀଳାଦ୍ରୀଶ ଚଉତିଶା’ । ଏଥିରେ କବିଙ୍କର ଜଗନ୍ନାଥ ପ୍ରାଣତାର ପଟାନ୍ତର ନାହିଁ । ଡକ୍ଟର ମହାପାତ୍ର ‘ଶ୍ରୀନୀଳାଦ୍ରୀଶ ଚଉତିଶା’କୁ ସମ୍ପାଦନା ଓ ଆଲୋଚନା କରିଛନ୍ତି । ‘ଶ୍ରୀନୀଳାଦ୍ରୀଶ ଚଉତିଶା’ ଗ୍ରନ୍ଥଟିର ପାଠକୀୟ ଆଦୃତି ଆଶା କରାଯାଏ ।