• Nai Separira Jhia

    Nai Separira Jhia

    ‘ନଈ ସେପାରିର ଝିଅ’ ପାଣ୍ଡୁଲିପିସ୍ଥ ଗଳ୍ପଗୁଡ଼ିକର ପ୍ରସଙ୍ଗ, ଚରିତ୍ର ଓ ପରିବେଶ ଭିତରେ ରହିଛି ବିବିଧତା । ପ୍ରେମ ଏବଂ କାରୁଣ୍ୟ, ଦୁଇଟି ଅବିଭାଜ୍ୟ ରାଶି ବୋଲି ପ୍ରତିପାଦିତ କଲାପରେ ଗାଳ୍ପିକ ସ୍ୱକୀୟ ଅନ୍ୟାନ୍ୟ ଗଳ୍ପଗୁଡ଼ିକର ବିବିଧତା ଭିତରେ ସାମାଜିକ ଚିତ୍ର ଓ ଚରିତ୍ରଗୁଡ଼ିକ ପ୍ରତି ତାଙ୍କର ପ୍ରତୀକାତ୍ମକ ବ୍ୟଙ୍ଗ, ବିଦ୍ରୂପ ଓ ଶ୍ଳେଷ ସହ ନିପୀଡ଼ିତ ଜୀବନ ପ୍ରତି ଯେଉଁ ସହାନୁଭୂତି ଏବଂ ସମ୍ବେଦନଶୀଳତା ଆରୋପିଛନ୍ତି, ତାହାହିଁ ଗାଳ୍ପିକଙ୍କର ଗଳ୍ପଚେତନାର ଅଗ୍ରଗାମୀତା । ‘ଅପହରଣ’ ଗଳ୍ପରେ ଶିଶୁ ଲିପୁନ୍]ର ମନସ୍ତତ୍ତ୍ୱ ଓ ‘କୋଇଲି ଦେଇଛି ଚିଠି’ ଗଳ୍ପରେ ଅସାର ଜୀବନ ତତ୍ତ୍ୱର ଅବତାରଣା କରୁଥିବା ଗାଳ୍ପିକ ନିଶ ଅଛି ଯାହାର, କୁକୁଡ଼ୁକୁ, ମମତାମେସ୍], ଶ୍ରୀରାଧାଙ୍କ ମାନଭଞ୍ଜନ, ଆପଣଙ୍କର ଚଳେ କି ପ୍ରମୁଖ ଗଳ୍ପରେ କ୍ଳେଦାକ୍ତ ଜୀବନ ପାଇଁ ବିମଳ ହାସ୍ୟର ରୋଷଣୀ ଜଳାଇ ଦେଲାବେଳେ ‘ଚୁମ୍]କୀ’ ଭଳି ଏକ ହୃଦୟବିଦାରକ ଗଳ୍ପରେ ପାଠକୀୟ ମନଜଗତକୁ ପୁଣିଥରେ ସ୍ତବ୍]ଧ ଏବଂ ବେଦନାର୍ଦ୍ର କରିଦେବେ । ଅଷ୍ଟମ ଗର୍ଭ ଏବଂ ଆଜିଠୁଁ ଲଢ଼େଇ ବନ୍ଦ ଭଳି ଗଳ୍ପମାନଙ୍କରେ ଗାଳ୍ପିକ ପ୍ରମାଣ କରିଛନ୍ତି ନିଜର ସାମାଜିକ ଏବଂ ମାନବିକ ଦାୟବଦ୍ଧତା ।

    ତେବେ ଏତେ ସହଜ ନୁହେଁ ‘ନଈ ସେପାରିର ଝିଅ’ ପାଇଁ ନିଜେ ଗୋଟିଏ କଥା ସରିତାର ସୂଅ ପାଲଟିବା । ପୁଣି ଆହୁରି କାଠିକର ପାଠ, ପ୍ରେମିକାର ଢେଉ ଢେଉକା ଅଭଙ୍ଗା ଛବିକୁ ସୂଅ ମୁହଁର ପତର ପରି ସଯତ୍ନେ ଛାଣି ଆଣି ଶବ୍ଦର ସୈକତରେ ସମଦରଦୀ ପାଠକଙ୍କୁ ବସାଇ ‘ପରିହାସେ ତୋତେ କହିଦେଲି ସିନା / ବଳିପଡ଼ିବାରୁ ବ୍ୟଥା’ ନ୍ୟାୟରେ ଗପ ଗମାତରେ ହସାଇ, ରସାଇ ପୁଣି ତଟସ୍ଥ, ଚକିତ ଏବଂ ଶେଷରେ ଶୋକାପ୍ଳୁତ କରିଦେବା । ଶୀତ ଦିନମାନଙ୍କରେ ସଅଳ ମାଡ଼ିଆସୁଥିବା ସଞ୍ଜ ପାଇଁ ଯଶୋବନ୍ତଙ୍କ ପାଠକଙ୍କୁ ଅପେକ୍ଷା କରିଛି କି ଆରବ୍ୟ ରଜନୀ ପରି ଆଉ କିଛି ଆଧୁନିକ କଥାମାଳା ଯଦି ସତ୍ୟ ବୋଧ ହେଉଛି ତେବେ କଥାକାର ଯଶୋବନ୍ତଙ୍କ ଏକବିଂଶ ଶତାବ୍ଦୀର ନୂଆ ଗଳ୍ପ ପରୀକ୍ଷା ମାୟାରେ ପଡ଼ିବା ପାଇଁ ଚାଲନ୍ତୁ ଜଳାଇବା ଆଲ୍ଲାଦୀନ୍]ର ତୈଳଦୀପ ।

    200.00
    Add to cart
  • Nataka, Anataka, Anunataka

    Nataka, Anataka, Anunataka

    ଆଧୁନିକ କାଳରେ ପ୍ରାୟତଃ ଆମ ସାହିତ୍ୟରେ ଲିପଷ୍ଟିକ୍ ଲଗେଇ ସ୍କୁଟିରେ ଯାଉଥିବା ବୋହୂଟି ଅପେକ୍ଷା ହାତେ ଓଢ଼ଣା ଦେଇ କବାଟ ଫାଙ୍କେରେ ଠିଆ ହୋଇ ଲୁହ ଛଳଛଳ ଆଖିରେ ବିଦେଶ ଯାଉଥିବା ସ୍ୱାମୀକୁ ପାନଡବାଟିଏ ବଢ଼େଇ ଦେଉଥିବା ବୋହୂଟି ଅଧିକ ମୂଲ୍ୟବୋଧ ସମ୍ପନ୍ନା ପରି ମନେ ହୁଅନ୍ତି । ସମସ୍ତ ଆଧୁନିକ ପରିପାଟୀ ସହିତ ମୂଲ୍ୟବୋଧର ମଧ୍ୟ ସମ୍ପର୍କ ଥାଇପାରେ ବୋଲି ଓଡ଼ିଆ ଗାଳ୍ପିକ ଚିନ୍ତା କରିନାହାନ୍ତି । ଲେଖକୀୟ ଦୃଷ୍ଟିକୋଣରୁ ଉଗ୍ର ଆଧୁନିକା ମାନଙ୍କୁ ଦୂଷିତା ବୋଲି କହିବା ଆମର ଅଭ୍ୟାସ । କାରଣ ଆମେ ପରିବର୍ତ୍ତିତ ମୂଲ୍ୟବୋଧମାନଙ୍କୁ ସ୍ୱୀକାର କରିବା ପାଇଁ ଅସମର୍ଥ ।

    ପୁରୁଣା ପରି ମନେ ହେଉଥିବା ଏଇ ନୂଆ ଗଳ୍ପଗୁଡ଼ିକର ବିଶେଷତ୍ୱ ହେଲା ଜୀବନର ଜଟିଳ ଓ ବ୍ୟାପକ ଯଥାର୍ଥଗୁଡ଼ିକର ଅଭିବ୍ୟକ୍ତି । ଏଠାରେ ପ୍ରାଞ୍ଜଳ, ପରିବର୍ତ୍ତିତ ପରିବେଶର ଅନୁକରଣରେ ନିଜର ନବ୍ୟ ଦୃଷ୍ଟିକୋଣର ପରିପ୍ରେକ୍ଷୀରେ ଆମ ପରିଚିତ ସମାଜର ଅଭ୍ୟନ୍ତରରେ ଘଟୁଥିବା ଘଟଣା ବର୍ଣ୍ଣିତ ।

    ଏଇ ନାଟ୍ୟ କାହାଣୀଗୁଡ଼ିକ ଆମ ଦେଶ ସ୍ୱାଧୀନତା ପାଇଛି କି ନାହିଁ ସେ ସମ୍ପର୍କରେ ସନ୍ଦେହ ବ୍ୟକ୍ତ କରନ୍ତି । ଅର୍ଥାତ୍ ମୋହ ଭଙ୍ଗର ପୃଷ୍ଠଭୂମିରେ ଏ ଗୁଡ଼ିକ ରଚିତ । ରାଜନୈତିକ ପଟ୍ଟଭୂମିରେ ମଧ୍ୟ ସେବା, ତ୍ୟାଗ, କରୁଣା, ସତ୍ୟ ଓ ପ୍ରେମ ଆଦି ଗାନ୍ଧୀବାଦୀ ମୂଲ୍ୟବୋଧମାନଙ୍କର ବିଘଟନ ସମ୍ପର୍କରେ ଏହି ଗଳ୍ପଗୁଡ଼ିକ ସଚେତନ । ମଧ୍ୟବର୍ଗୀୟ ନିରାଶା, ହତାଶା ଓ ପୀଡ଼ାଗୁଡ଼ିକୁ ଏଠାରେ ସନ୍ନିବଦ୍ଧ ହୋଇଥିବା କ୍ଷୁଦ୍ର ନାଟକଗୁଡ଼ିକ ପ୍ରତିଫଳନ କରୁଛନ୍ତି । ଏଇ ନାଟକଗୁଡ଼ିକର ଗୋଟିଏ ପ୍ରମୁଖ ଲକ୍ଷଣ ହେଲା ସାଙ୍କେତିକତା ।

    ପୁରୁଣା ନାଟକମାନଙ୍କରେ ମଧ୍ୟ ସାଂକେତିକତା ଥିଲା । କିନ୍ତୁ ସେଗୁଡ଼ିକ ବୈଚାରିକ ସ୍ତର ପର୍ଯ୍ୟନ୍ତ ସୀମିତ ଥିଲା । ଏଗୁଡ଼ିକରେ ନୈତିକବୋଧର ବିଘଟନର ବିକଳ ଚିତ୍ର ଉପଲବ୍ଧ । ଆଶା କରୁଛି, ଏହା ଜୀବନର ଜଳଛବିମାନଙ୍କ ଠାରୁ ଅଧିକ ସ୍ପଷ୍ଟ ଓ ଅଧିକ ମର୍ମସ୍ପର୍ଶୀ ହେବ । ନାଟକକୁ ମୁଁ ସାମ୍ବାଦିକର ସତ୍ୟ ଠାରୁ ଊର୍ଦ୍ଧ୍ୱରେ ରଖିବାକୁ ଚାହୁଁଛି ।

    350.00
    Add to cart
  • Natakara Biswarupa

    Natakara Biswarupa

    ‘ନାଟକର ବିଶ୍ୱରୂପ’ ସଂଘମିତ୍ରା ମିଶ୍ରଙ୍କର ନାଟକ ସମାଲୋଚନା ପୁସ୍ତକ । ୨୦ଟି ପ୍ରବନ୍ଧ ନେଇ ଏହାର ପ୍ରାଣ ପ୍ରତିଷ୍ଠା । ସଂଘମିତ୍ରା ମିଶ୍ର ନାଟକ ତଥା ନାଟ୍ୟସମାଲୋଚନା କ୍ଷେତ୍ରରେ ଏକ ଉଜ୍ୱଳ ଉଦାହରଣ । ତାଙ୍କର ଦୀର୍ଘ କାଳର ନାଟକପଠନ, ଦର୍ଶନ, ଗବେଷଣା ଓ ପାଠ୍ୟଦାନ ତଥା ପିଏଚ୍]ଡି ଗବେଷଣାର ଦିଗ୍]ଦର୍ଶନ ତାଙ୍କୁ ନାଟକକୁ ଭିନେ ବାଗରେ ଦେଖିବାର ଆଗ୍ରହ ଦେଇଛି । ନାଟକ ସହିତ ଏକାତ୍ମ ହେବାର ଅନୁଭବ ନେଇ ରଚିତ ଏହି ପ୍ରବନ୍ଧଗୁଡ଼ିକ ଆଗ୍ରହୀ ପାଠକଙ୍କର ପ୍ରତ୍ୟାଶା ଅବଶ୍ୟ ପୂରଣ କରିବ ଏହି ଆଶା ଆମେ ରଖିଛୁ ।

    250.00
    Add to cart
  • Natakara Biswarupa

    Natakara Biswarupa

    ‘ନାଟକର ବିଶ୍ୱରୂପ’ ସଂଘମିତ୍ରା ମିଶ୍ରଙ୍କର ନାଟକ ସମାଲୋଚନା ପୁସ୍ତକ । ୨୦ଟି ପ୍ରବନ୍ଧ ନେଇ ଏହାର ପ୍ରାଣ ପ୍ରତିଷ୍ଠା । ସଂଘମିତ୍ରା ମିଶ୍ର ନାଟକ ତଥା ନାଟ୍ୟସମାଲୋଚନା କ୍ଷେତ୍ରରେ ଏକ ଉଜ୍ୱଳ ଉଦାହରଣ । ତାଙ୍କର ଦୀର୍ଘ କାଳର ନାଟକପଠନ, ଦର୍ଶନ, ଗବେଷଣା ଓ ପାଠ୍ୟଦାନ ତଥା ପିଏଚ୍]ଡି ଗବେଷଣାର ଦିଗ୍]ଦର୍ଶନ ତାଙ୍କୁ ନାଟକକୁ ଭିନେ ବାଗରେ ଦେଖିବାର ଆଗ୍ରହ ଦେଇଛି । ନାଟକ ସହିତ ଏକାତ୍ମ ହେବାର ଅନୁଭବ ନେଇ ରଚିତ ଏହି ପ୍ରବନ୍ଧଗୁଡ଼ିକ ଆଗ୍ରହୀ ପାଠକଙ୍କର ପ୍ରତ୍ୟାଶା ଅବଶ୍ୟ ପୂରଣ କରିବ ଏହି ଆଶା ଆମେ ରଖିଛୁ ।

    250.00
    Add to cart
  • Natyacharcha

    Natyacharcha

    ‘ନାଟକ’ ସୁସ୍ଥ, ସୁନ୍ଦର ଓ ବଳିଷ୍ଠ ସମାଜର ଦିଗ୍ ଦର୍ଶକ ବୋଲି ଆମେ ବିଶ୍ୱାସ କରୁ । ସମାଜର ସାମ୍ପ୍ରତିକ ସମସ୍ୟାକୁ ବାସ୍ତବ କ୍ଷେତ୍ରରୁ ଆବିଷ୍କାର କରି ଆଣି ଜନ ଚେତନା ଜାଗ୍ରତ କରିବା ଏବଂ ସମାଧାନର ସୂତ୍ର ଖୋଜିବା ପାଇଁ ପ୍ରେରିତ କରିବା ହେଉଛି ନାଟକର ମୂଳ ଲକ୍ଷ୍ୟ । ଏହି ପରିପ୍ରେକ୍ଷୀରେ ଓଡ଼ିଆ ନାଟକ ଓ ମଂଚ ପାଇଁ ଯେଉଁ କେତେଜଣ ନାଟ୍ୟକାର ନିଜକୁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗ କରି ଦେଇଛନ୍ତି ସେମାନଙ୍କ ଭିତରୁ ବଛା ବଛା କେତେକ ନାଟ୍ୟକାରଙ୍କ ନାଟକ ତଥା ଅନ୍ୟାନ୍ୟ ନାଟକ ସମ୍ପର୍କିତ କେତୋଟି ବିଷୟକୁ ମୋର ଏହି ‘ନାଟ୍ୟଚର୍ଚ୍ଚା’ ପୁସ୍ତକରେ ଆଲୋଚନା କରାଯାଇଛି ।

    200.00
    Add to cart
  • Nayika Nija Darpanare

    Nayika Nija Darpanare

    ଲୋକପ୍ରିୟ ଫିଚର ସଙ୍କଳନ “ନାୟିକା ନିଜ ଦର୍ପଣରେ” ପୁସ୍ତକରେ ଓଡ଼ିଆ ନାଟକ ଓ ଉପନ୍ୟାସର ଦୃଢ଼ମନା ନାରୀ ଚରିତ୍ରମାନେ ନିଜନିଜ ଅଶ୍ରୁ, ଆବେଗ, ଦମ୍ଭ, ସ୍ୱାଭିମାନ, ଜୀବନ ଦର୍ଶନ ଓ ଆଦର୍ଶର ଭଲକଥା ନିଜ ମୁହଁରେ ଉପସ୍ଥାପନ କରିଛନ୍ତି। ସତେଯେପରି ସେହି ବ୍ୟକ୍ତିତ୍ଵମୟୀ ନାରୀ ଚରିତ୍ରମାନଙ୍କ ମଧ୍ୟରେ ଲେଖିକାଙ୍କର ଆତ୍ମା ପ୍ରବେଶ କରିଛି। ଏହାର ଶୈଳୀ ଓ ବକ୍ତବ୍ୟ ଅନନ୍ୟ। ଆକୃତିରେ କ୍ଷୁଦ୍ର ଅଥଚ ପ୍ରକୃତିରେ ବିରାଟ। ଏହି ଫିଚର ଗୁଡ଼ିକ ପାଠକୀୟ ଆଦୃତି ପାଇବ ବୋଲି ଆମର ଆଶା।

    150.00
    Add to cart
  • Nayika Nija Darpanare

    Nayika Nija Darpanare

    ଲୋକପ୍ରିୟ ଫିଚର ସଙ୍କଳନ “ନାୟିକା ନିଜ ଦର୍ପଣରେ” ପୁସ୍ତକରେ ଓଡ଼ିଆ ନାଟକ ଓ ଉପନ୍ୟାସର ଦୃଢ଼ମନା ନାରୀ ଚରିତ୍ରମାନେ ନିଜନିଜ ଅଶ୍ରୁ, ଆବେଗ, ଦମ୍ଭ, ସ୍ୱାଭିମାନ, ଜୀବନ ଦର୍ଶନ ଓ ଆଦର୍ଶର ଭଲକଥା ନିଜ ମୁହଁରେ ଉପସ୍ଥାପନ କରିଛନ୍ତି। ସତେଯେପରି ସେହି ବ୍ୟକ୍ତିତ୍ଵମୟୀ ନାରୀ ଚରିତ୍ରମାନଙ୍କ ମଧ୍ୟରେ ଲେଖିକାଙ୍କର ଆତ୍ମା ପ୍ରବେଶ କରିଛି। ଏହାର ଶୈଳୀ ଓ ବକ୍ତବ୍ୟ ଅନନ୍ୟ। ଆକୃତିରେ କ୍ଷୁଦ୍ର ଅଥଚ ପ୍ରକୃତିରେ ବିରାଟ। ଏହି ଫିଚର ଗୁଡ଼ିକ ପାଠକୀୟ ଆଦୃତି ପାଇବ ବୋଲି ଆମର ଆଶା।

    150.00
    Add to cart
  • Neeladri Vijay: The Gorious Homecoming

    Neeladri Vijay: The Gorious Homecoming

    Neeladri Vijaya unfolds against the twilight of Chilika Lake, where the exiled Ramachandra Dev, once a mighty ruler, disguises himself as a humble oarsman while Lord Jagannath lies hidden in peril. Amidst drought and betrayal, loyal companions Lakshmi Paramaguru and Vishnu Paschim Kabat risk everything to rally allies and thwart a fraudulent Navakalevara. Secret journeys through forests and waterways, conspiracies in Murshidabad’s opulent court, and battles at Pipili weave a tale of devotion and defiance. At its heart lies Ramachandra’s agonizing choice between sacred duty and forbidden love for Razia. With shifting alliances and looming treachery, this epic novel dramatizes faith, sacrifice, and identity in an era of uncertainty, culminating in the deities’ triumphant restoration to Puri’s Ratna Simhasana.

    500.00
    Add to cart
  • Neha Paain Prema Kabita

    Neha Paain Prema Kabita

    ପ୍ରେମ ତ କରିଥିଲି ଚତୁର୍ଥ ଶ୍ରେଣୀରେ ପାଠ ପଢ଼ିଲା ବେଳେ ସେଇ ମୋଟି ଝିଅ ଝିଲ୍ଲି ସାହୁକୁ; ଯିଏ ମୋ ପ୍ରେମ ବନ୍ଧୁତ୍ୱକୁ ପିଲାଖେଳ ବୋଲି ହସରେ ଉଡାଇ ଦେଇଥିଲା । ଆଉ ଦ୍ୱିତୀୟ ଥର ପ୍ରେମ କରିଥିଲି କଲେଜରେ ପ୍ରଥମ ଦିନ, ପ୍ରଥମ ଦେଖାରେ ହିଁ ସେଇ ତନୁପାତଳି ମାରୱାଡି ଝିଅକୁ ଯିଏ ମୋ ପ୍ରେମକୁ, ହୃଦୟକୁ ପ୍ରତି ମୁହୂର୍ତ୍ତରେ କରିଚାଲିଲା ପଦାଘାତ । ଆଉ ମୁଁ ପାଗଳ ପ୍ରେମିକ ଆଜି ବି ତାକୁ ହୃଦୟ ଦେଇ ଭଲପାଏ । ଆଉ ଭଲ ପାଉଥିବି ମଧ୍ୟ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ । ସାତଜନ୍ମର କଥା ତ କହିପାରିବିନି କିନ୍ତୁ ଏ ଜନ୍ମର ଶେଷ ପର୍ଯ୍ୟନ୍ତ ସିର୍ଫ ଭଲ ହିଁ ପାଉଥିବି । ଆଉ ନେହା! ନେହା କିଏ….? ନେହା ହେଉଛି ମୋ କଳ୍ପନାର ଏକ ଅନନ୍ୟା କାବ୍ୟନାୟିକା । ଯିଏ ଆସିଛି ଗହନରାତ୍ରିର ଅନ୍ଧାରରେ ଐଶ୍ୱର୍ଯ୍ୟା ରାୟର ରୂପନେଇ ତ କେବେ ଆସିଛି ଫକୀରମୋହନ ସେନାପତିଙ୍କ ରେବତୀ ହୋଇ । ଆଉ ମୁଁ…? ମୁଁ ତ ସିର୍ଫ ପାଗଳ ପ୍ରେମିକ । କେବଳ ଭଲପାଇବା ଜାଣେ । ଦେଖିଛି ଅତି ପାଖରୁ ନାରୀର ଉଲଗ୍ନ ଶରୀର, କିନ୍ତୁ କେବେ କରିନି ସ୍ପର୍ଶ । ଆଉ ସ୍ପର୍ଶ କରିନି ବୋଲି ତ ଆଜି ହୋଇଛି ସମାଲୋଚିତ । ମନକୁ ଯାହା ଆସେ ତାକୁ ଜୋର କରି କବିତାର ଗର୍ଭରେ ଖୁନ୍ଦି ଦେଇଛି । ତୁମେ କେବେ ଦେଖିଛ ମରୁଭୂମିର ମରୀଚିକାକୁ, ଚାତକର ତୃଷ୍ଣାକୁ… ରାଧାଙ୍କ ଚରମ ବ୍ୟାକୁଳତାକୁ… କେବେ ଅନୁଭବ କରିଛ କି ବସନ୍ତର ମଳୟ ବାରିକୁ…. ସେହି ବ୍ୟାକୁଳତା । ଅନୁଭବ ମଧ୍ୟରେ ତୁମ ସ୍ୱପ୍ନର ତାଜମହଲ ଯେପରିକି ତୁମର ଅନୁପସ୍ଥିତିରେ ସୂର୍ଯ୍ୟର ଆଗମନରେ କଇଁ ମ୍ଳାନ ସେହିପରି କାହିଁକି କେଜାଣି ବ୍ୟତିବ୍ୟସ୍ତ କରେ ତୁମ ବିଚ୍ଛେଦ କେବଳ କିଛି ମୁହୂର୍ତ୍ତ ପାଇଁ କହି ପାରିବ…?

    180.00
    Add to cart
  • Neutopia

    Neutopia

    ସ୍ୱପ୍ନର ସେ କାଳ୍ପନିକ ରାଜ୍ୟ ‘ନିଉଟୋପିଆ’ । ଯାହା ଇତିହାସ, କଳ୍ପନା ଓ ବାସ୍ତବତାର ଏକାଧିକ ସଂସ୍କରଣ ହେଇ ପୁନର୍ଲିଖିତ ହେଇ ଚାଲିଥିବ ।

    ଶଶାନ ଦିରୀ (ଶ୍ମଶାନ ପଥର)ର ପ୍ରତୀକ କାନ୍ଧରେ ପକେଇ ମାଇଲ ମାଇଲ ବାଟ ଚାଲୁଥିବା ସେଇ ଅବୋଧ ଆଦିପୁରୁଷର ବିଶ୍ୱାସ ଓ ତା’ର କାଳକାଳର ପରଂପରା କିପରି ବହିଯାଇଛି କାହାଣୀ ପରେ କାହାଣୀ ହେଇ, ଘନ ଘୋର ଜଙ୍ଗଲରେ ।

    ଇତିହାସରେ ସେ କଥା ନାହିଁ । ଯେଉଁକଥା ଓ କାହାଣୀ ପାହାଡ଼, ଜଙ୍ଗଲ ଓ ପରଂପରାର ଲୋକକଥାଗୁଡ଼ିକରେ, ପୁରୁଷ ପୁରୁଷର ଅପାସୋରା ଲୋକଗୀତି ସବୁରେ ଲୁଚି ରହିଛନ୍ତି ସେସବୁ ଇତିହାସରେ କାହିଁ?

    ‘ନିଉଟୋପିଆର’ ପୁନର୍ଲିଖନ ଅସମ୍ଭବ । ଯେପରି ଅସମ୍ଭବ ଇତିହାସର ପ୍ରତିଷ୍ଠିତ ତଥ୍ୟକୁ କାହାଣୀଗୁଡ଼ିକର ଶାଣୁଆ ତୀରରେ ଚିରି ଦେଇପାରିବା ।

    କେତେଶହ ବର୍ଷ ତଳେ ଶଶାନଦିରୀ ପଥରକୁ ପିଠିରେ ବୋହି ନିଜର ମାଲିକାନୀ ହକ୍ ପ୍ରମାଣିତ କରିବାପାଇଁ ଯେଉଁମାନେ ଜଙ୍ଗଲ, ପାହାଡ଼ ଘେରା ନିଜର ଜମି ଉପରୁ ଉଠିଯାଇଥିଲେ କମିଶନରଙ୍କୁ ଭେଟିବାପାଇଁ; ସେମାନେ ରାସ୍ତାସାରା କେବଳ ଗପ କହିଚାଲିଥିଲେ । ସେଇସବୁ ଗପ ଆଜିବି କେଉଁଠିନା କେଉଁଠି ପାହାଡ଼ କି ଜଙ୍ଗଲ କି ନଈ, ନାଳ ଓ ପଥର, ଫୁଲ ଓ ଫଳ, ସାପ ଓ କେର୍]କେଟା ଚଢ଼େଇମାନଙ୍କ ମୁହଁରେ କଥିତ ହେଉଛନ୍ତି ।

    ଇତିହାସରେ ‘ନିଉଟୋପିଆ’ର ବର୍ଣ୍ଣନା ନାହିଁ । ଲୋକକଥାରେ ଅଛି । ଆଜି ଇତିହାସ ଖୋଜିଲାବେଳେ ମୁଁ ସେହି ମରିହଜିଯାଇଥିବା ଆଦିପୁରୁଷମାନଙ୍କୁ ମନେ ପକଉଛି ।

    ମନେ ପକଉଛି, ଅତୁଲ ସରଦାର ଓ ତାଙ୍କ ପତ୍ନୀଙ୍କୁ, ଯେଉଁ ଦି’ଜଣ ଏଇ ଉପନ୍ୟାସର ପିଞ୍ଜର ଗଢ଼ିଛନ୍ତି । ମନେପକଉଛି, ସେହି ବୋଙ୍ଗାମାନଙ୍କୁ; ଯେଉଁମାନେ ମୋତେ ପ୍ରେରିତ କରିଛନ୍ତି ।

    ଜୋହାର..

    250.00
    Add to cart
  • New Hampshire

    New Hampshire

    Robert Frost’s poetry collection was published in 1923 and won the 1924 Pulitzer Prize for Poetry. The book included several of Frost’s most well-known poems, including “Stopping by Woods on a Snowy Evening”, “Nothing Gold Can Stay” and “Fire and Ice”.

    250.00
    Add to cart
  • Nidagha

    Nidagha

    Short story collection “Nidagha” has sixteen powerful stories namely Nijara Chitrapata, Bai Chadheira Basa, Nabakalebara, Nidagha, Samparka, Mahanataka, Duti Goda Douduchi, Aparichita Asamaya, Tu Ama Jhia, Jejenka Tinoti Pratikruti, Muni Aau Nai, Alua Nbhigala Pare, Keu Jashabana Udaiba He, Mati Ama Maa, Eka Nutana Kimbadantira Apajanma, Athamana Chhaguntha.

    250.00
    Add to cart